Odisha News Insight

କରୋନା: ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୨୯, ଇରାନରୁ ଆସିଲେ ୨୭୫ ଭାରତୀୟ

ମହାମାରୀ କରୋନା ଭାଇରସର କାୟା ଦିନକୁ ଦିନ ଭାରତରେ ଦେଖିବାକୁ ମିିଳିଛି। ଦେଶର ବିଭିନ୍ନ ଅଞ୍ଚଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ହଠାତ ବୃଦ୍ଧି ଦେଖିବାକୁ ମିଳିଛି। ସାରା ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୨୯ର ପହଁଞ୍ଚିଛି। ଏମାନଙ୍କ ମଧ୍ୟରୁ ୧୯ ଜଣଙ୍କର ମୃତ୍ୟୁ ଘଟି ସାରିଥିବା

କରୋନା: ଗୋଟି ଦିନରେ ୨୨୧ ଜଣ ସଂକ୍ରମିତ, ICMR କହିଲା ଭାରତ

ମହାମାରୀ କରୋନା ଭାଇରସର କାୟା ଦିନକୁ ଦିନ ଭାରତରେ ଦେଖିବାକୁ ମିିଳିଛି। ଦେଶର ବିଭିନ୍ନ ଅଞ୍ଚଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ହଠାତ ବୃଦ୍ଧି ଦେଖିବାକୁ ମିଳିଛି। ସାରା ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୨୯ର ପହଁଞ୍ଚିଛି। ଏମାନଙ୍କ ମଧ୍ୟରୁ ୧୯ ଜଣଙ୍କର ମୃତ୍ୟୁ ଘଟି ସାରିଥିବା

ଜାମା ମସ୍‌ଜିଦରୁ ଫେରିଥିବା ବ୍ୟକ୍ତି କରୋନାରେ ମୃତ କ୍ବାରାଣ୍ଟିନ୍‌ରେ ୩ ପତ୍ନୀ ୨୦ ସନ୍ତାନ

ବେଙ୍ଗାଲୁରୁରେ ତୃତୀୟ କରୋନା ମୃତ୍ୟୁ ଘଟିଛି। ମୃତକଙ୍କ ବୟସ ୬୫ ବର୍ଷ। ସେ ଦିଲ୍ଲୀରୁ ଜାମା ମସ୍‌ଜିଦ୍‌ରେ ରହିଥିଲେ ଓ ମାର୍ଚ୍ଚ ୧୧ ତାରିଖରେ ଟ୍ରେନ୍‌ ଯୋଗେ କର୍ଣ୍ଣାଟକ ଫେରିଥିଲେ। ତାଙ୍କର ୩ ଜଣ ପତ୍ନୀ ଓ ୨୦ ଜଣ ସନ୍ତାନ ଅଛନ୍ତି। ସମସ୍ତଙ୍କୁ କ୍ବାରାଣ୍ଟିନରେ ରଖାଯାଇଛି।

୩ୟ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଛନ୍ତି ୧୧୨ ଜଣ

ମହାମାରୀ କରୋନାର ମୁକାବିଲା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦେକ୍ଷେପ ନେଉଛନ୍ତି। ଅପରପକ୍ଷେ ରାଜ୍ୟର ତୃତୀୟ କରୋନା ଆକ୍ରାନ୍ତ ଏବେ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛନ୍ତି। ଏପରିକି ତାଙ୍କ ପାଇଁ ରାଜ୍ୟରେ କରୋନା ଭାଇରସ୍ ଷ୍ଟେଜ-ଥ୍ରୀକୁ ଯାଇପାରେ ବୋଲି କୁହାଯାଉଛି। କାରଣ

PM CARES ଦେଶବାସୀଙ୍କୁ ଦାନ ମାଗିଲେ ପ୍ରଧାନମନ୍ତ୍ରୀ

 ସାରା ବିଶ୍ବକୁ କରୋନା ଭୂତାଣୁ ଭୟଭୀତ କରିଥିବା ବେଳେ ଭାରତ ମଧ୍ୟ ଏହି ମାରାତ୍ମକ ରୋଗ ସହ ଲଢ଼େଇ କରୁଛି। ଗୋଟିଏ ପଟେ ସାରା ଦେଶ ଲକ୍‌ଡାାଉନ୍‌ ଥିବା ବେଳେ ଅନ୍ୟପଟେ ଜନତା ଓ ରାଷ୍ଟ୍ରର ଅର୍ଥନୀତି ମଧ୍ୟ ପ୍ରଭାବିତ ହୋଇଛି। ଏଭଳି ସମୟରେ ଦେଶର ଏଇ ଲଢ଼େଇରେ ସାମିଲ ହେବା ଲାଗି ଦେଶବାସୀଙ୍କୁ

ପ୍ରବାସୀ ଓଡ଼ିଆ ସଙ୍ଗଠନଙ୍କୁ ସହଯୋଗ ମାଗିଲେ ନବୀନ କହିଲେ ଫସି ରହିଥିବା ଓଡ଼ିଆଙ୍କୁ ସାହାଯ୍ୟ କର

ମହାମାରୀ କରୋନାର ମୁକାବିଲା ପାଇଁ ସାରା ଦେଶ ଲକ ଡାଉନ। ଲକ ଉାଉନ ଫଳରେ ବାହାର ରାଜ୍ୟରେ ଫସି ରହିଛନ୍ତି ଅନେକ ଓଡ଼ିଆ ବାସୀ। ଦେଶର ବିଭିନ୍ନ ରାଜ୍ୟରେ ଫସି ରହିଥିବା ଓଡ଼ିଆ ମାନଙ୍କୁ ସାହାୟତା କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ପ୍ରବାସୀ ଓଡ଼ିଆ ସଙ୍ଗଠନକୁ ଅନୁରୋଧ

ଗରୀବଙ୍କୁ ମାଗଣା ରନ୍ଧାଖାଦ୍ୟ, ଉଠାଦୋକାନୀଙ୍କୁ ୩୦୦୦ ଟଙ୍କା ସହାୟତା

ରାଜ୍ୟରେ କରୋନା ଜନିତ ଲକ୍‌ଡାଉନ୍‌ଖୁ ଦୃଷ୍ଟିରେ ରଖି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି। ଗରିବ ଲୋକଙ୍କୁ ମାଗଣା ରନ୍ଧାଖାଦ୍ୟ ଦେବା ସହ ରାଜ୍ୟ ସରକାର ଉଠାଦୋକାନୀଙ୍କୁ ୩୦୦୦ ଟଙ୍କା ଲେଖାଏଁ ସହଯୋଗ ରାଶି ପ୍ରଦାନ କରିବେ ବୋଲି ମୁଖ୍ୟମନ୍ତ୍ରୀ

ଅଣାୟତ ଆମେରିକା ୧ ଲକ୍ଷରୁ ଅଧିକ କରୋନା ଆକ୍ରାନ୍ତ

ବିଶ୍ବର ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ପାଖାପାଖି ପହଞ୍ଚିଥିବା ବେଳେ ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ସଂଖ୍ୟା ଏକ ଲକ୍ଷ ଡେଇଁଛି। ବର୍ତ୍ତମାନ ସୁଦ୍ଧା ଆମେରିକାରେ ଆକ୍ରାନ୍ତଙ୍କ ସଂଖ୍ୟା ୧,୦୪,୨୦୫ ଥିବା ବେଳେ ୧,୭୦୧ ଜଣ ମୃତ୍ୟୁ ବରଣ କରିସାରିଲେଣି। ଆମେରିକା ପଛକୁ