କରୋନା ଦେଶରେ ୧୯ ମୃତ, ୭୯ ଜଣ ଆରୋଗ୍ୟ
ଦେଶରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବିଗତ ୨୪ ଘଣ୍ଟା ମଧ୍ୟରେ ୧୪୯ଟି କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏଥିସହିତ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୭୩ରେ ପହଁଞ୍ଚିଛି। ସେମଧ୍ୟରୁ ୮୨୬ ଭାରତୀୟ ଓ ୪୭ ବିଦେଶୀ ଅଟନ୍ତି। ସରକାରୀ ହିସାବରେ ଦେଶରେ!-->…