Odisha News Insight

ଟିଭି ଦର୍ଶକଙ୍କ ପାଇଁ ଖୁସି ଖବର, ପରଦାକୁ ଫେରିଲା ରାମାନନ୍ଦ ସାଗରଙ୍କ ‘ରାମାୟଣ’

ମହାମାରୀ କରୋନା ଭାଇରସ ଦିନକୁ ଦିନ ଭାରତରେ କାୟା ମେଲାଉଛି। ଏପର୍ଯ୍ୟନ୍ତ କରୋନା ଯୋଗୁଁ ଭାରତରେ ୧୭ଜଣଙ୍କ ମୃତ୍ୟୁ ହେଲାଣି। ଏହି ମହାମାରୀକୁ ରୋକିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାରା ଦେଶକୁ ୨୧ ଦିନ ପାଇଁ ଲକ ଡାଉନ ଘୋଷଣା କରିଛନ୍ତି। ଏହି ଲକ ଡାଉନ ସମୟରେ ଘରେ ରହିବାକୁ

ବ୍ୟାଙ୍କ ଋଣକାରୀଙ୍କୁ ୩ ମାସର ମହଲତ

କରୋନା ଲକ୍‌ଡାଉନ୍‌ରେ ସାଧାରଣ ଜନତା ଓ ଦେଶର ଅର୍ଥନୀତି ପ୍ରଭାବିତ ହୋଇଥିବା ବେଳେ ଋଣକାରୀଙ୍କୁ ମିଳଇଚି ଆଶ୍ବସ୍ତି। ଆଗାମୀ ୩ ମାସ ପର୍ଯ୍ୟନ୍ତ ଋଣ ସୁଝିବା ବାଧ୍ୟତାମୂଳକ ନୁହେଁ ବୋଲି ରିଜର୍ବ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ କହିଛନ୍ତି। ରିଜର୍ବ ବ୍ୟାଙ୍କ ପକ୍ଷରୁ ଏ ନେଇ ସମସ୍ତ ବ୍ୟାଙ୍କ ଓ

RBIର ବଡ଼ ଘୋଷଣା ରେପୋ ରେଟ ହ୍ରାସ, ଶସ୍ତା ହେବ ଲୋନ୍

ମହାମାରୀ କରୋନ ଭାଇରସ ସାରା ବିଶ୍ବରେ କାୟା ମେଲାଇଛି। ଏପରିକି ଏହି ମହାମାରୀ ଯୋଗୁଁ ସାରା ବିଶ୍ବର ଅର୍ଥନୀତି ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହେବାର ଆଶଙ୍କା ଦେଖାଦେଇଛି। ଯାହାର ପ୍ରଭାବ ଭାରତୀୟ ଅର୍ଥନୀତି ଉପରେ ଦେଖିବାକୁ ମିଳିିବ। ଏହାକୁ ନଜରରେ ରଖି ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ

କରୋନା ଭାରତରେ ୭୨୭ ଆକ୍ରାନ୍ତ, ୨୦ ମୃତ

 ଭାରତରେ ଲକ୍‌ଡାଉନ୍‌ ସତ୍ତ୍ବେ କରୋନା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଆଜି ସକାଳ ସୁଦ୍ଧା ଦେଶରେ ୭୨୭ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୨୦ ଜଣଙ୍କର ମୃତ୍ୟୁ ଘଟି ସାରିଲାଣି। ଓଡ଼ିଶାରେ ଗତକାଲି ରାତିରେ ଜଣେ ନୂଆ ବ୍ୟକ୍ତିଙ୍କ ଦେହରେ ସଂକ୍ରମଣ ଠାବ କରାଯାଇଛି। ତାଙ୍କ ବୟସ

କରୋନା ଇଟାଲି ଓ ଚୀନକୁ ବଳିଗଲା ଆମେରିକା

ଯୁକ୍ତରାଷ୍ଟ୍ର ଆମେରିକାରେ କରୋନା ସଂକ୍ରମଣ ସ୍ଥିତି ସାଂଘାତିକ ହେବାରେ ଲାଗିଛି। ଚୀନ୍‌ ଆଉ ଇତାଲିକୁ ବି ବଳିଯାଇଛି ଆମେରିକାର ସଂକ୍ରମିତଙ୍କ ସଂଖ୍ୟା। ଏବେ ସୁଦ୍ଧା ଆମେରିକାରେ ୮୫,୪୩୫ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ବିଶ୍ବରେ ଏହା ସର୍ବାଧିକ। ଆମେରିକା ପଛକୁ ରହିଛି ଚୀନ୍। ଏଠାରେ ୮୧,୩୪୦

ଓଡ଼ିଶାରେ ୩ୟ କରୋନା ପଜିଟିଭ ଚିହ୍ନଟ

ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ। ୩ୟ ପଜିଟିଭ ଚିହ୍ନଟ ନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଟୁଇଟରେ ସୂଚନା ଦେଲା। ପଜିଟିଭ ବ୍ୟକ୍ତିଙ୍କ ବୟସ ୬୦ ବର୍ଷ। ଏବଂ ସେ ଭୁବନେଶ୍ବର ଅଞ୍ଚଳର ବୋଲି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ।  ଏଥିସହିତ କରୋନା ପଜିଟିଭରେ ଆକ୍ରାନ୍ତ ହୋଇଥିବା ୩

ସମସ୍ତେ ମିଶି ମହାମାରୀ କରୋନାର ମୁକାବିଲା କରିବା: ସୁବ୍ରତ ବାଗଚୀ

ଦିନକୁ ଦିନ ଭାରତରେ କାୟା ମେଲାଉଛି କରୋନା ଭାଇରସ୍। ମହାମାରୀ କରୋନା ଭାଇରସର ମୁକାବିଲା କରିବା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ବୋଲି କହିଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ। ଆଜି ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ

ଜରୁରୀ କାର୍ଯ୍ୟରେ ନିୟୋଜିତ ଗାଡ଼ି ପାଇଁ ଷ୍ଟିକର୍‌ ଜାରି କଲା କମିଶନରେଟ୍‌ ପୁଲିସ

କରୋନା ଲକ୍‌ଡାଉନ୍‌ ସମୟରେ ଜରୁରୀ ଦ୍ରବ୍ୟ ପରିବହନ ଓ ଅନ୍ୟାନ୍ୟ ଜରୁରୀ ସେବାରେ ନିୟୋଜିତ ଗାଡ଼ିଗୁଡ଼ିକରେ ଲାଗିବ CHECKED ଷ୍ଟିକର୍। ଆଜି ଠାରୁ ଭୁବନେଶ୍ବର ଓ କଟକ ସହରରେ ଏହି ସେବା ଆରମ୍ଭ କରିଛନ୍ତି କମିଶନରେଟ୍‌ ପୁଲିସ। ଉପଯୁକ୍ତ ପ୍ରମାଣ ଦେଇ ଏକ ନିର୍ଦ୍ଦିଷ୍ଟ ଫର୍ମ ପୂରଣ କରି