Odisha News Insight

କରୋନା ମୁମ୍ବାଇରେ ଫସିଥିଲେ ୨୫ ଜଣ ବରିଷ୍ଠ ନାଗରିକ, ସହାୟତାର ହାତ ବଢାଇଲା ‘ଓଡ଼ିଶା-ମୋ ପରିବାର’

ସାରା ବିଶ୍ୱରେ ବର୍ତମାନ ମହାମାରୀ କରୋନା ଭୟଙ୍କର ପରିସ୍ଥିତି ସୃଷ୍ଟି କରିଥିବା ବେଳେ ମୁମ୍ବାଇରେ ଫସି ରହିଥିବା ୨୫ ଜଣ ବରିଷ୍ଠ ନାଗରିକଙ୍କୁ ସହାୟତାର ହାତ ବଢାଇଲା ଓଡ଼ିଶା -ମୋ ପରିବାର। କଟକ ବରିଷ୍ଠ ନାଗରିକ ମହାସଭାର ଚେୟାରମ୍ୟାାନ ଶ୍ରୀ ବିଷ୍ଣୁ ଦାସ ସାମନ୍ତ ୨୫ ଜଣ ବରିଷ୍ଠ

ଘରୁ ଗାଡି କାଢିଲେ ସିଜ ହେବ

ଘରୁ ଗାଡି କାଢିଲେ ସିଜ ହେବ । କୈାଣସି ବାହାନା କରି ଘରୁ ଗାଡି କାଢିଲେ ବରଦାସ୍ତ କରାଯିବନି । ସ୍ୱତନ୍ତ୍ର ଆଇନବଳରେ ଆବଶ୍ୟକ ହେଲେ ଗାଡି ସିଜ୍ କରାଯିବ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି । କରୋନା କଟକଣା ନେଇ ଏହିଭଳି ଚେତାବନୀ ଦେଇଛନ୍ତି ମନ୍ତ୍ରୀ ବେହେରା ।ଏହାସହ

ଅନ୍ୟ ବ୍ୟାଙ୍କ ଏଟିଏମ୍‌ରୁ ବିନା ଶୁଳ୍କରେ ଉଠାଇପାରିବେ ଟଙ୍କା

ଦେଶରେ ଦିନକୁ ଦିନ କରୋନା ଭାଇରସକୁ ନେଇ ସ୍ଥିତି ଜଟିଳ ହେବାକୁ ଲାଗିଛି। ଏହାରିମଧ୍ୟରେ ଦେଶବାସୀଙ୍କ ସାମାନ୍ୟ ଆଶ୍ବସ୍ତି ମିଳିଛି କାରଣ ଏଣିକି ଅନ୍ୟ ବ୍ୟାଙ୍କର ଏଟିଏମ୍‌ରୁ ଟଙ୍କା ଉଠାଇଲେ ଏଥିପାଇଁ ଫାଇନ ଆକରରେ ଟଙ୍କା ଦେବାକୁ ପଡ଼ିବନି। ଏନେଇ ଘୋଷଣା କରିଛନ୍ତି କେନ୍ଦ୍ର

କରୋନା ଆଇଟିଆର, ଜିଏସଟିକୁ ନେଇ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ ସୀତାରମଣ

ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କରୋନା ମୁକାବିଲା ନେଇ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ କରିଥିଲେ। କରୋନା ମୁକାବିଲା ପାଇଁ ଲକ୍ ଡାଉନ ଜରୁରୀ ବୋଲି ଆଜି ନିର୍ମଳା ସୀତାରମଣ କହିଛନ୍ତି। କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ସେ ଏକ ବଡ଼ ଘୋଷଣା ମଧ୍ୟ କରିଛନ୍ତି। ୨୦୧୮-୧୯

ବାତିଲ ହେଲା ସ୍ବତନ୍ତ୍ର ପାସ୍‌ ବ୍ୟବସ୍ଥା

କରୋନା ମୁକାବିଲା ପାଇଁ ସାରା ଓଡ଼ିଶା ଲକ ଡାଉନ। ଏହି ଲକ ଡାଉନ ସମୟରେ ଜରୁରୀକାଳିନ ସେବାରେ ବାହାରକୁ ଯିବାକୁ ହେଲେ ପାସ୍‌ ନେବା ପାଇଁ ପରାମର୍ଶ ଦିଆଯାଇଥିଲା। ହେଲେ ଏହି ପାସ୍‌ ନେବାକୁ ପୋଲିସ୍‌ ଷ୍ଟେସନରେ ଲୋକଙ୍କ ପ୍ରବଳ ଭିଡ ଜମିଥିଲା। ଏହାକୁ ନଜରରେ ରଖି ପାସ୍‌ ବ୍ୟବସ୍ଥାକୁ

୨୧ ଦିନ ଯାଏ ପୂରା ଦେଶ ଲକ୍‌ ଡାଉନ୍

ଆଜି ମଧ୍ୟରାତ୍ରିରୁ ସାରା ଦେଶ ଲକ ଡାଉନ୍। ଆଜି ଏଭଳି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ଦେଶବାସୀଙ୍କୁ ସମ୍ବୋଧିତ କରି ମୋଦି କହିଛନ୍ତି ଯେ, ଆଜି ରାତିରୁ ୨୧ ଦିନ ପାଇଁ ଦେଶ ସାରା ଜାରି ରହିବ ଲକ ଡାଉନ। ଏହା କର୍ଫ୍ୟୁ କହିଲେ ଅତ୍ୟୁକ୍ତି ହେବ ନାହିଁ । ତେଣୁ ଆପଣ ଯିଏ