Odisha News Insight

୪ ଦିନ ଯାଏ ଲାଗିରହିବ କୋହଲା ପାଗ ସାଙ୍ଗକୁ ବର୍ଷା

ଆସନ୍ତା ୪ ଦିନ ଯାଏ ରାଜ୍ୟରେ ଲାଗିରହିବ କୋହଲା ପାଗ ସାଙ୍ଗକୁ ବର୍ଷା। ଉପକୂଳ ଓ ଉତ୍ତର ଓଡ଼ିଶାର ଅଧିକାଂଶ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଥିବା ବେଳେ ଦିନତମାମ କୋହଲା ପାଗ ଲାଗିରହିବ। ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି

କେରଳରେ କରୋନା ଆତଙ୍କ

ଭାରତର ପ୍ରଥମ କରୋନା ଆକ୍ରାନ୍ତ କେରଳରେ ଚିହ୍ନଟ । କେରଳରେ ଜଣେ ଛାତ୍ର କରୋନା ଭୂତାଣୁ ଆକ୍ରାନ୍ତ ଚିହ୍ନଟ । ଚୀନର ୟୁହାନ ବିଶ୍ୱବିଦ୍ୟାଳୟରେ ପଢୁଥିଲେ ସମ୍ପୃକ୍ତ ଛାତ୍ର । ଚୀନରୁ ଆକ୍ରାନ୍ତ ହୋଇ କେରଳ ଫେରିଥିବା ସୂଚନା । କରୋନା ଆକ୍ରାନ୍ତ ସମ୍ପୃକ୍ତ ଛାତ୍ରଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର