Odisha News Insight

ସଦର୍ଣ୍ଣ ଆର୍ମି କମାଣ୍ଡର ଭାବେ ନିଯୁକ୍ତି ପାଇଲେ ଓଡ଼ିଆ ସେନାଧିକାରୀ

ଜାତୀୟସ୍ତରରେ ପୁଣିଥରେ ଓଡ଼ିଆଙ୍କୁ ଗୁରୁଦାୟିତ୍ବ। ଓଡ଼ିଆ ସେନାଧିକାରୀଙ୍କୁ ମିଳିଲା ବଡ଼ ପଦବୀ। ଲେଫ୍ଟନାଣ୍ଟ ଜେନେରାଲ୍ ସି.ପି. ମହାନ୍ତି ସଦର୍ଣ୍ଣ ଆର୍ମି କମାଣ୍ଡର ଭାବେ ନିଯୁକ୍ତ ହୋଇଛନ୍ତି। ଲେଫ୍ଟନାଣ୍ଟ ଜେନେରାଲ୍ ଏସ୍.କେ ସାଇନିଙ୍କଠାରୁ ସେ ଦାୟିତ୍ୱ ଗ୍ରହଣ କରିବେ। ଏଥିସହ ଗତକାଲି

୨୦୧୯ ରାଜ୍ୟପାଳ ପଦକ ପାଇବେ ୧୪ ପୋଲିସ ଅଧିକାରୀ

ଚଳିତବର୍ଷ ସାଧାରଣତନ୍ତ୍ର ଦିବସ ଅବସରରେ ୧୪ ପୋଲିସ ଅଧିକାରୀଙ୍କୁ ମିଳିବ ରାଜ୍ୟପାଳ ପଦକ। ୨୦୧୯ ବର୍ଷର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଏହି ପଦକ ପ୍ରଦାନ କରାଯିବ। ଗଣତନ୍ତ୍ର ଦିବସ ଅବସରରେ ମନୋନୀତ ପୋଲିସ ଅଧିକାରୀଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ। ପୋଲିସ ଅଧିକାରୀମାନେ ହେଲେ ଅତିରିକ୍ତ

ଆଜିଠୁ ବଢ଼ିବ ଶୀତ

ରାଜ୍ୟର ବିଭିନ୍ନ ଅଞ୍ଚଳରେ ରାତିର ସର୍ବନିମ୍ନ ତାପମାତ୍ରା ବୃଦ୍ଧି ପାଇଛି। ବାୟୁ ପ୍ରବାହ ଦିଗ ପରିବର୍ତ୍ତନ କାରଣରୁ ଉତ୍ତରାପବନ ପ୍ରବାହ କମିଛି। ତେଣୁ ଥଣ୍ଡା ପ୍ରକୋପରୁ ଆଶ୍ବସ୍ତି ମିଳିଛି। ଆସନ୍ତା ଦୁଇ ଦିନ ଧରି ରାଜ୍ୟର ବିଭିନ୍ନ ଅଞ୍ଚଳରେ ଘନ କୁହୁଡ଼ି ଅନୁଭୂତ ହେବ। ପରବର୍ତ୍ତୀ

କଟକ ହାଡ଼ିଆପଠାରେ ମୁଖ୍ୟମନ୍ତ୍ରୀ

କଟକ ଜିଲ୍ଲା ମହାନଦୀର ହାଡ଼ିଆପଠାରେ ବିଜେଡ଼ି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ପହଞ୍ଚିଛନ୍ତି। ପ୍ରସ୍ତାବିତ ଏସସିବିକୁ ବିଶ୍ୱସ୍ତରୀୟ କ୍ୟାମ୍ପସ କରିବାକୁ ଉଦ୍ୟମ ତଥା ଦ୍ୱିତୀୟ କ୍ୟାମ୍ପସ ନେଇ ସମୀକ୍ଷା କରାଯାଉଛି। ଦ୍ୱିତୀୟ କ୍ୟାମ୍ପସ ନେଇ ମୁଖ୍ୟମନ୍ତ୍ରୀ ନକ୍ସା ଦେଖୁଛନ୍ତି।

ମୁଁ ବିଜୁ ବାବୁଙ୍କ ଅନୁଗତ, ନବୀନଙ୍କ ସମର୍ଥକ : ଦାମ

ବରିଷ୍ଠ ନେତା ଦାମ ରାଉତଙ୍କ ବଡ ବୟାନ । କହିଲେ ମୁଁ ସର୍ବଦା ନବୀନ ବାବୁଙ୍କୁ ସମର୍ଥନ ଦେଇ ଆସିଛି । ଜୀବନରେ କେବେ ବି ନବୀନ ବାବୁଙ୍କୁ ବିରୋଧ କରିନି । ମୁଁ ବିଜେଡି ଲୋକ ସହ ଦଳର ଜଣେ ପୁରୁଖା ସଦସ୍ୟ । ମୁଁ ନିର୍ବାଚନ ଲଢିବିନି କିନ୍ତୁ ବିଜୁଙ୍କ ଅନୁଗତ ହିସାବରେ ବିଜେଡିରେ ରହିଛି ବୋଲି

ସମ୍ବଲପୁରର ଅଧିଷ୍ଠାତା ଦେବୀ ମା ସମଲେଶ୍ବରୀଙ୍କୁ ଦର୍ଶନ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ !

ଥମେ ସମ୍ବଲପୁର ପୂର୍ବତନ ବିଧାୟିକା ଡ଼.ରାସେଶ୍ୱରୀ ପାଣିଗ୍ରାହୀ ଯମାଦର ପାଳି ପଡ଼ିଆଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବଲପୁର କୁ ସ୍ୱାଗତ କରିଥିଲେ ! ପରେ ମନ୍ଦଲିଆ ପଡିଆଠାରେ ଡ଼.ରାସେଶ୍ୱରୀ ପାଣିଗ୍ରାହୀ ଓ ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀ ତଥା ସମ୍ବଲପୁର