Odisha News Insight

ଆମାଜନ ମୁଖ୍ୟଙ୍କ ଭାରତ ଗସ୍ତକୁ ଓଡ଼ିଶାରେ ବିରୋଧ |

ଭାରତ ବଜାରରେ ନିଜର କାୟା ବିସ୍ତାର କରିଥିବା ଆମାଜନ ମୁଖ୍ୟ ଜେଫ୍‌ ବୋଜୋସଙ୍କ ଭାରତ ଗସ୍ତକୁ ଓଡ଼ିଶା ବ୍ୟବସାୟୀମାନେ ବିରୋଧ କରିଛନ୍ତି। ସାରା ଦେଶରେ ବୋଜୋସଙ୍କୁ ବିରୋଧ କରାଯାଉଥିବା ବେଳେ ଓଡ଼ିଶାର ୮ଟି ସ୍ଥାନରେ ବିରୋଧ ପ୍ରଦର୍ଶନ କରାଯାଇଛି। ଓଡ଼ିଶାରେ ୧୦ ବ୍ୟବସାୟ ସଂଘ ବିରୋଧରେ ସାମିଲ

ବୌଦ୍ଧବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ୧୧୪ କୋଟି ଟଙ୍କାର ନବବର୍ଷ ଉପହାର

ବୌଦ୍ଧବାସୀଙ୍କୁ ୧୧୪ କୋଟି ଟଙ୍କାର ନବବର୍ଷ ଉପହାର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅର୍ଥରେ ବୌଦ୍ଧ ଜିଲ୍ଲାର ୨୭ଟି ପ୍ରକଳ୍ପ ନିର୍ମାଣ ହେବ। ଆଜି ଲୋକସେବା ଭବନରେ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ବୌଦ୍ଧ ଜିଲ୍ଲା ମହୋତ୍ସବ ଉଦ୍‌ଘାଟନ କରିବା ଅବସରରେ

“ଟ୍ରାଙ୍କ୍ୱିଲ୍” ସୋଲୋ ଆର୍ଟ ପ୍ରଦର୍ଶନୀ ଅନୁଷ୍ଠିତ

ଭୂବନେଶ୍ୱର ନନ୍ଦିତା ମିଶ୍ର ଙ୍କ ଦ୍ୱାରା ଚିତ୍ରୀତ ଚିତ୍ରକଳା "ଟ୍ରାଙ୍କ୍ୱିଲ୍" ସୋଲୋ ଆର୍ଟ ପ୍ରଦର୍ଶନୀ ଦୁଇ ଦିନ ଧରି କିଟ୍ କ୍ୟାମ୍ପସ ୬ ବନକ୍ୱିଟି ହଲ ଠାରେ ଅନୁଷ୍ଠିତ ହୋଇଯାଇଛି ୨ଦିନ ଧରି ଏହି ପ୍ରଦର୍ଶନୀ ଚାଲିଥିବାବେଳେ ଏଥିରେ ଦେଶ ର ବିଭିନ୍ନ ପ୍ରାନ୍ତରୁ ବିଭିନ୍ନ ବର୍ଗ ର ଲୋକ ଆସି

ବ୍ରିଜରେ ଫସିଲା ବିମାନ

ପଶ୍ଚିମବଙ୍ଗରେ ଫ୍ଲାଏ ଓଭର ତଳେ ଫସିଯାଇଛି ବିମାନ । ବିମାନ ଟିଏ ଏପରି ଭାବରେ ଓଭର ବ୍ରିଜ ତଳେ ଫସିଛି ଯାହାକୁ ନେଇ ନାକେଦମ୍ ହେବାକୁ ପଡିଲାଣି । ପଶ୍ଚିମବଙ୍ଗରେ ଏକ ପରିତ୍ୟକ୍ତ ବିମାନକୁ ଟ୍ରଲର ଯୋଗେ ନିଆଯାଉଥିଲା । ଦୁର୍ଗାପୁରର ୨ ନମ୍ବର ଜାତୀୟ ରାଜପଥ ଦେଇ ବିମାନ ବୋଝେଇ ଟ୍ରକ

କଳା ଚାଉଳ କିଲୋ ୫୦୦: ଭିଟାମିନ୍‌ରେ ଭର୍ତ୍ତି

କଳା ଚାଉଳ କିଲୋ ୫୦୦: ଭିଟାମିନ୍‌ରେ ଭର୍ତ୍ତି । ଖାଇଲେ ହେବନି ଡାଏବେଟିସ, ଦୂରେଇବ କ୍ୟାନସରବ୍ଲାକ ରାଇସ୍‌ (Black Rice) ରେ ଅନେକ ଔଷଧୀୟ ଗୁଣ ରହିଛି। ଏହି ଚାଉଳରେ ଭରପୁର ମାତ୍ରାର ଭିଟାମିନ ଓ ମିନେରାଲ୍ସ ତତ୍ତ୍ବ ରହିଛି। ବ୍ଲାକ ରାଇସ୍‌ ସ୍ବାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ।

ଲାଲଗଡ଼ରେ ଉଡ଼ିଲା ତ୍ରିରଙ୍ଗା

ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ଲାଲଗଡ଼ରେ ଉଡ଼ିଲା ତ୍ରିରଙ୍ଗା। ଏହି ଅଞ୍ଚଳରେ ତିରଙ୍ଗା ପତାକା ଉଡେଇବା ପାଇଁ ପ୍ରଶାସନ ଭୟ କରୁଥିଲା। ତେଣୁ ସେଠାରେ ତିରଙ୍ଗା ବଦଳରେ ନକ୍ସଲଙ୍କ କଳା ରଙ୍ଗର ପତାକା ଉଡୁଥିଲାଗତକାଲି ସେହି ଅଞ୍ଚଳରେ ପ୍ରଥମ ଥର ପାଇଁ ମାଲକାନଗିରି ଏସ୍‌ପି