Odisha News Insight

ପଦ୍ମ ଧରିଲେ ଦାମ

ସବୁ କଳ୍ପନା ଜଳ୍ପନାର ଅନ୍ତ । ବିଜେପିରେ ଯୋଗ ଦେଲେ ବରିଷ୍ଠ ନେତା ଦାମ ରାଉତ । ନୂଆଦିଲ୍ଲୀ ବିଜେପି ମୁଖ୍ୟାଳୟରେ ବିଜେପିରେ ଯୋଗ ଦେଇଛନ୍ତି ଦାମ ରାଉତ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଓ ବିଜେପି ବିଧାୟକ ଦଳ ନେତା କେଭି ସିଂଦେଓଙ୍କ

ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ହେଉଥିବା ୪ଟି ଲୋକସଭା ଆସନରୁ ଏହିମାନେ ହେବେ ବିଜେଡି ପ୍ରାର୍ଥୀ !

ଭୁବନେଶ୍ବର ୧୩|୩ : ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ପ୍ରାର୍ଥୀ ପତ୍ର ଦାଖଲକୁ ଆଉ ମାତ୍ର ୫ଦିନ ରହିଛି । ୧୮ ତାରିଖରୁ ଆରମ୍ଭ ହେବ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା । ହେଲେ ଏଯାଏଁ ରାଜ୍ୟର କୌଣସି ଦଳ ସେମାନଙ୍କ ପ୍ରାର୍ଥୀପତ୍ର ତାଲିକା ପ୍ରକାଶ କରିନାହାନ୍ତି । ୧୭ ତାରିଖ ଦିନ

ପୁଲୱାମା ମାଷ୍ଟର ମାଇଣ୍ଡ ନିହତ

ଦକ୍ଷିଣ କାଶ୍ମୀର ତ୍ରାଲ୍ ଅଞ୍ଚଳରେ ରବିବାର ମଧ୍ୟରାତ୍ରରେ ହୋଇଥିବା ଏନ୍‌କାଉଣ୍ଟରରେ ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣାର ମାଷ୍ଟରମାଇଣ୍ଡ ମୁଦାସୀର ଅହମଦ୍ ଖାନ୍‌ ନିହତ ହୋଇଛି । ଏହାସହ ଜୈଶ୍‌-ଇ-ମହମ୍ମଦର ଆଉ ଦୁଇ ଜଣ ଆତଙ୍କବାଦୀ ମଧ୍ୟ ନିହତ ହୋଇଛନ୍ତି । ତ୍ରାଲର ପିଙ୍ଗଲିଶ୍‌ ଅଞ୍ଚଳରେ

ଏକାକୀ ଲଢିବ ବିଜେଡି

ନିର୍ବାଚନରେ ବିଜେଡି ଏକାକୀ ଲଢିବ । କୌଣସି ଦଳ ସହ ନିର୍ବାଚନ ବୁଝାମଣା କରିବ ନାହିଁ I ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଏହା ଘୋଷଣା କରିଛନ୍ତି । ଏଥିସହ ପ୍ରାର୍ଥୀ ଚୟନ ସମ୍ପର୍କରେ ନବୀନ ନିଜର ପ୍ରତିକ୍ରିୟାରେ କହିଛନ୍ତି, ବିଜୟ ସମ୍ଭାବନା ଥିବା

କେଉଁ ଦିଗ ପ୍ରତି ସଚେତନ ରହିବେ ପ୍ରାର୍ଥୀ

ଚଳିତ ନିର୍ବାଚନରେ ପ୍ରାର୍ଥୀମାନେ କେଉଁ ଦିଗ ପ୍ରତି ସଚେତନ ରହିବେ, କଣ କରିବା ଉଚିତ ଏବଂ କେଉଁ ଦିଗଠୁ ଦୂରେଇ ରହିବା ଉଚିତ, ଏମିତି ଅନେକ ବିଷୟରେ ଅବଗତ କରାଇବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଧ୍ୟକ୍ଷତାରେ ବସିଥିଲା ସର୍ବଦଳୀୟ ବୈଠକ । ଯେଉଁମାନେ ପ୍ରାର୍ଥୀ ହେବେ, ସେମାନଙ୍କର

13 Mar 2019 Odia Headlines

୧-ବାରିପଦାରୁ ବିଆରସି : ଭାଭା ଆଣବିକ ଗବେଷଣା କେନ୍ଦ୍ରର ନିର୍ଦ୍ଦେଶକ ଦାୟିତ୍ୱ ନେଲେ ଓଡ଼ିଆ ବୈଜ୍ଞାନିକ ଡ. ଅଜିତ କୁମାର ମହାନ୍ତି। ୨-ପୁରୀ ପୋଲିସ ହାତରେ ବାଇକ ଚୋରି ର‍୍ୟାକେଟ : ୩୩ଟି ଚୋରା ବାଇକ ଜବତ, ୮ ଗିରଫ। ୩-ବିଜେଡି ରେ ବିଜୟ ସମ୍ଭାବନା ଥିବା ପ୍ରାର୍ଥୀଙ୍କୁ ମିଳିବ