Odisha News Insight

କେନ୍ଦ୍ରମନ୍ତ୍ରୀ ବିଜୟ ଗୋୟଲ ଟୁଇଟ ଡିଲିଟ କଲେ, କ୍ଷମା ମାଗିଲେନି

ନୂଆଦିଲ୍ଲୀ: ବିବାଦ ବଢିବା ଦେଖି କେନ୍ଦ୍ରମନ୍ତ୍ରୀ ବିଜୟ ଗୋୟଲ ଲିଙ୍ଗରାଜ ମନ୍ଦିର ସମ୍ପର୍କରେ କରିଥିବା ଟୁଇଟ ଓ ପୋଷ୍ଟ କରିଥିବା ଗର୍ଭଗୃହ ଫୋଟ ସବୁ ଡିଲିଟ କଲେ, କିନ୍ତୁ କ୍ଷମା ମାଗିଲେ ନାହିଁ. ବିଜୟ ଗୋୟଲ ଆଉ ଏକ ନୂଆ ଟୁଇଟ କରି କହିଛନ୍ତି ଯେ ସେ ଭୁଲ ବଶତଃ ଗତ ବର୍ଷ ମନ୍ଦିର ଭିତରେ…

କେନ୍ଦ୍ରମନ୍ତ୍ରୀ ବିଜୟ ଗୋୟଲ ଲିଙ୍ଗରାଜ ମନ୍ଦିରର ଗର୍ଭଗୃହ ଫୋଟ ଟ୍ୱିଟରରେ ଛାଡ଼ିଲେ

ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ବିଜୟ ଗୋୟଲ ଓଡ଼ିଶାର ଲୋକଙ୍କୁ ଉତ୍କଳ ଦିବସ ଶୁଭେଚ୍ଛା ଜଣାଇବା ଅବସରରେ ଲିଙ୍ଗରାଜ ମନ୍ଦିରର ଗର୍ଭଗୃହ ମଧ୍ୟରେ ପୂଜା କରୁଥିବାର ଫୋଟ ଟ୍ୱିଟରରେ ପୋଷ୍ଟ କରିବାକୁ ନେଇ ସୃଷ୍ଟି ହୋଇଛି ବିବାଦ. ମନ୍ତ୍ରୀଙ୍କର ଫୋଟ ନିଷିଦ୍ଧାଞ୍ଚଳ ମଧ୍ୟରେ କିଏ ଉଠାଇଲା ଏବଂ…

ହିନ୍ଦୋଳ NAC ନିର୍ବାଚନ: ବିଜେଡି ବିରୁଦ୍ଧରେ ଭୋଟରଙ୍କୁ ଲାଞ୍ଚ ଅଭିଯୋଗ ଆଣିଲା ବିଜେପି

ଭୁବନେଶ୍ୱର: ବିଜେପି ପ୍ରବକ୍ତା ପୀତାମ୍ବର ଆଚାର୍ଯ୍ୟ ଏକ ସାମ୍ବାଦିକ ସମ୍ମିଳନୀ କରି ବିଜେଡି ବିଧାୟକ ମାନଙ୍କ ବିରୁଦ୍ଧରେ ଆଣିଛନ୍ତି ଗୁରୁତର ଅଭିଯୋଗ। ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରା ଏବଂ ହିନ୍ଦୋଳ ବିଧାୟିକା ସୀମାରାଣୀ ବେହେରା ଭୋଟର ମାନଙ୍କୁ ପ୍ରଲୋଭିତ କରିବା ସହ ବିଜେପି…

କୋଣାର୍କ ଵ୍ୟାଖ୍ୟାନ କେନ୍ଦ୍ର ସହ ଅତ୍ୟାଧୁନିକ ପର୍ଯ୍ୟଟନ ସୁବିଧା ଲୋକାର୍ପିତ

ଓଡ଼ିଶାର ଅତୀତକୁ ଭବିଷ୍ୟତ ପିଢ଼ିକୁ ଭେଟି ଦେବାର ଅନନ୍ୟ ପ୍ରୟାସ ହେଉଛି କୋଣାର୍କ ଵ୍ୟାଖ୍ୟାନ କେନ୍ଦ୍ର ବା ଇଣ୍ଟରପ୍ରିଟେସନ ସେଣ୍ଟର ବୋଲି ଏହାକୁ ଲୋକାର୍ପଣ କରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ. ଏହା ସହ ପ୍ରଧାନ ପର୍ଯ୍ୟଟକଙ୍କ ସୁବିଧା ପାଇଁ ବସ ଷ୍ଟାଣ୍ଡ,…