Odisha News Insight

ବିଜେପି ନେତାଙ୍କ ଉପରେ ଆକ୍ରମଣ ରାଜନୈତିକ ନୁହେଁ: ବରଗଡ଼ ପୋଲିସ

ବରଗଡ଼: ଗତକାଲି ବିଜେପି ଯୁବ ମୋର୍ଚ୍ଚା ରାଜ୍ୟ ସମ୍ପାଦକ ଈରାଶୀଷ ଆଚାର୍ଯ୍ୟଙ୍କୁ ସୋହେଲା ଠାରେ ହୋଇଥିବା ମରଣାନ୍ତକ ଆକ୍ରମଣ ପଛରେ କୌଣସି ରାଜନୈତିକ ଷଡଯନ୍ତ୍ର ନାହିଁ, ଏହା କେବଳ ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଥିବା ସଂଘର୍ଷ ବୋଲି ବରଗଡ଼ ଅତିରିକ୍ତ SP ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।…

ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ କଲେ ମଧୁସୂଦନ ସେତୁ ଲୋକାର୍ପିତ

କଟକ: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମହାନଦୀ ଉପରେ ହୋଇଥିବା ମଧୁସୂଦନ ସେତୁକୁ ଲୋକାର୍ପିତ କରିଛନ୍ତି। ଏହି ସେତୁ କଟକ ସହିତ ଚୌଦ୍ୱାର ନୂଆପାଟଣାକୁ ସଂଯୋଗ କରୁଛି। ଏହାର ଦୈର୍ଘ୍ୟ ୨.୫ କି.ମି. ହୋଇଥିଲା ବେଳେ ପ୍ରସ୍ଥ ହେଉଛି ୧୩ ମିଟର। ଏହା ଫଳରେ କଟକରୁ ଢେଙ୍କାନାଳର ଦୂରତା…

କେବଳ ସରକାର ନୁହେଁ, ନୂଆ ଓଡିଶା ଗଠନରେ ସମାଜର ଭାଗିଦାରୀ ଆବଶ୍ୟକ: ଧର୍ମେନ୍ଦ୍ର

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ପବିତ୍ର ଉତ୍କଳ ଦିବସର ବ୍ରାହ୍ମ ମୁହୂର୍ତ୍ତରେ ଚନ୍ଦ୍ରଭାଗା ବେଳାଭୂମିରେ ନୂଆ ଓଡିଶା ନିର୍ମାଣ ଅଭିଯାନର ଶୁଭାରମ୍ଭ କରିଛନ୍ତି। ଓଡିଶାର ଭବିଷ୍ୟତ ଗଠନ ପାଇଁ ଓଡ଼ିଆ ଯୁବକମାନେ ନିଜେ ଆଗେଇ ଆସିବା ସହ ସମାଜକୁ ଏହି ଜନ ଆନ୍ଦୋଳନରେ ସାମିଲ କରିବାକୁ…

ଉତ୍କଳ ଦିବସ – ଗର୍ବର ସହ କୁହନ୍ତୁ ମୁଁ ଓଡ଼ିଆ

ପବିତ୍ର ଉତ୍କଳ ଦିବସ ପ୍ରତ୍ୟେକ ଓଡ଼ିଆର ମନ, ପ୍ରାଣ ଏବଂ ହୃଦୟ ସହ ଜଡ଼ିତ। ଆମ ଓଡ଼ିଆ ଜାତିର ଗର୍ବ ଓ ଗୌରବ ସେହି ମହାପୁରୁଷମାନେ ନିଜ ସ୍ୱାର୍ଥକୁ ତ୍ୟାଗ କରି ଉତ୍କଳ ଜନନୀର ସେବାରେ ନିଜକୁ ଉତ୍ସର୍ଗ କରିଥଲେ ଏବଂ ଏକ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠିତ ହେବାରେ ମୁଖ୍ୟ ଭୂମିକା ଗ୍ରହଣ…