ଏବେ ଆସନ୍ତୁ ରାଜ୍ୟର ତୃତୀୟ ଆକ୍ରାନ୍ତଙ୍କ ବିଷୟରେ ଜାଣିବା !
ବୟସ - 60 ବର୍ଷ
ଘର - ଭୁବନେଶ୍ବର
ଯାତ୍ରା - ଦିଲ୍ଲୀରୁ ଗତ ମାର୍ଚ୍ଚ 10 ତାରିଖ ସନ୍ଧ୍ୟା 7 ଟାରେ ଇଣ୍ଡିଗୋ ବିମାନରେ ଫେରିଥିଲେ!
ଲକ୍ଷଣ - 11 ଦିନ ପରେ ଥଣ୍ଡା କାଶ ଜ୍ୱର ହେବାରୁ କର କ୍ଲିନିକରେ ଦେଖାଇ ଔଷଧ ଖାଇଲେ
ଭର୍ତି - ଜ୍ଵର ନକମିବାରୁ 14 ଦିନ ପରେ ପୁଣି କର କ୍ଲିନିକରେ!-->…