୧୯ରେ ମାଟ୍ରିକ୍ ପରୀକ୍ଷା, ଓ୍ବେବ ସାଇଟରେ ମିଳୁଛି ଆଡ୍ମିଡ୍ କାର୍ଡ
ଆସନ୍ତା ୧୯ତାରିଖରେ ହେବ ଦଶମ ଶ୍ରେଣୀ ପରୀକ୍ଷା ବା ମାଟ୍ରିକ୍ ପରୀକ୍ଷା। ଏଥିପାଇଁ ଓ୍ବେବସାଇଟରେ ମାଟ୍ରିକ୍ ଓ ମୁକ୍ତ ବିଦ୍ୟାଳୟ ପରୀକ୍ଷା ପାଇଁ ଆଡ୍ମିଡ୍ କାର୍ଡ ମାଧ୍ୟମିକ ଶିକ୍ଷା ପରିଷଦର ୱେବ୍ସାଇଟ୍ରେ ଉପଲବ୍ଧ ହୋଇଛି। www.bseodisha.ac.in ଓ୍ବେବ ସାଇଟରେ ଆଡିମଟ କାର୍ଡ ମିଳୁଛି।!-->…