ଅମିତ ଶାହଙ୍କୁୁ ଚ୍ୟାଲେଞ୍ଜ କଲେ ଅରବିନ୍ଦ କେଜ୍ରିଓ୍ବାଲ, କହିଲେ ଯେଉଁଠି କହିବେ ବିତର୍କ ପାଇଁ ମୁଁ ରାଜି
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ୍ର କେଜ୍ରିଓ୍ବାଲ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଦେଲେ ଚ୍ୟାଲେଞ୍ଜ। ଆପ୍ ପାର୍ଟି କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କେଜ୍ରିଓ୍ବାଲ କହିଛନ୍ତି ଯେ, ଅମିତ ଶାହ ଦିଲ୍ଲୀରେ କହୁଛନ୍ତି କି ଆମକୁ ଭୋଟ ଦିଅ!-->…