କେତେ ସାଂଘାତିକ କିମ୍ ଜୋଙ୍ଗ୍! ଆତ୍ମଗୋପନ କାଳରେ ଆମେରିକା ଆକ୍ରମଣ ଲାଗି ନିର୍ମାଣ କରିଛନ୍ତି ଆଣବିକ କ୍ଷପଣାସ୍ତ୍ର…
କିଛି ସମୟ ପୂର୍ବରୁ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଯାହା ପ୍ରମୁଖ ଚର୍ଚ୍ଚିତ ପ୍ରସଙ୍ଗ ଥିଲା ତାହା ହେଉଛି ଉତ୍ତରକୋରିଆ ରାଷ୍ଟ୍ରମୁଖ୍ୟ କିମ୍ ଜୋଙ୍ଗ ଉନ ଉଭାନ ହେବା। ଗତ ଶନିବାର କିମ୍ ଜୋଙ୍ଗ ଦେଶର ଏକ ସାର କାରଖାନା ଉଦଘାଟନ ଉତ୍ସବରେ ନିଜକୁ ସାର୍ବଜନିକ କରିଛନ୍ତି । ତେବେ ଦୀର୍ଘ ୨୦ ଦିନ କାଳ!-->…