Odisha News Insight
Browsing Tag

Banana

ପୋୖଷ୍ଟିକ ଆହାର କଦଳୀ … ଜାଣନ୍ତୁ କଦଳୀ ର ଔଷଧିକ ଗୁଣ

କଦଳୀକୁ ଆମେ ସମସ୍ତେ ଆମ ଦୈନଦିନ ଜୀବନ ରେ ଫଳ ଭାବେ ସମସ୍ତେ ଆହାର କରିଥାନ୍ତି । ଏହାକୁ ମାଙ୍ଗଳିକ କାର୍ଯ୍ୟରେ ମଧ୍ୟ ବ୍ୟବହାର କରାଯାଏ । କଦଳୀ ରେ ପର୍ଯ୍ୟାପ୍ତ ପରିମାଣ ରେ ପ୍ରୋଟିନ , ଭିଟାମିନ , କାର୍ବୋହାଇଡ୍ରେଟସ୍ , ଖଣିଜ ଲବଣ ଓ ଜଳ ବିଦ୍ୟମାନ ଥାଏ । କଦଳୀ ରେ କ୍ୟାଲସିୟମ୍ ଥାଏ ଯାହା