ଜାମା ମସ୍ଜିଦରୁ ଫେରିଥିବା ବ୍ୟକ୍ତି କରୋନାରେ ମୃତ କ୍ବାରାଣ୍ଟିନ୍ରେ ୩ ପତ୍ନୀ ୨୦ ସନ୍ତାନ
ବେଙ୍ଗାଲୁରୁରେ ତୃତୀୟ କରୋନା ମୃତ୍ୟୁ ଘଟିଛି। ମୃତକଙ୍କ ବୟସ ୬୫ ବର୍ଷ। ସେ ଦିଲ୍ଲୀରୁ ଜାମା ମସ୍ଜିଦ୍ରେ ରହିଥିଲେ ଓ ମାର୍ଚ୍ଚ ୧୧ ତାରିଖରେ ଟ୍ରେନ୍ ଯୋଗେ କର୍ଣ୍ଣାଟକ ଫେରିଥିଲେ। ତାଙ୍କର ୩ ଜଣ ପତ୍ନୀ ଓ ୨୦ ଜଣ ସନ୍ତାନ ଅଛନ୍ତି। ସମସ୍ତଙ୍କୁ କ୍ବାରାଣ୍ଟିନରେ ରଖାଯାଇଛି।
!-->!-->!-->…