Odisha News Insight
Browsing Tag

Bhubaneswar

କଣ୍ଟେନ୍‌ମେଣ୍ଟ୍‌ ଅଞ୍ଚଳ ଘୋଷଣା ହେଲା ‘ସତ୍ୟ ନଗର’

 ଆଜି ଭୁବନେଶ୍ୱରର ସତ୍ୟ ନଗରକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରିଛି ବିଏମ୍‌ସି। ଜଣେ କରୋନା ସଂକ୍ରମିତ ସେହି ଅଞ୍ଚଳରୁ ଚିହ୍ନଟ ହେବା ପରେ ଏଭଳି ପଦକ୍ଷେପ ନେଇଛି ବିଏମସି। ଏହି ସଂକ୍ରମିତଙ୍କର କୌଣସି ଟ୍ରାଭେଲ ହିଷ୍ଟ୍ରି ନାହିଁ। ଯାହା ଫଳରେ ଏହା ପ୍ରଶାସନର ଚିନ୍ତା ବଢ଼ାଇଛି। ସେଥିପାଇଁ

ସାବଧାନ ! ପରିବା, ସଉଦା ସାଙ୍ଗରେ ଘରକୁ କରୋନା ନେଇକି ଯାଆନ୍ତୁନି

ଦୁଇଦିନ ସଟ୍ ଡାଉନ୍ ପରେ ରାତି ଆଠଟାରେ ଭୁବନେଶ୍ବର, କଟକ ଓ ଭଦ୍ରକରେ ପରିବା ଓ ସଉଦା ଦୋକାନ ଖୋଲିବ I ତେବେ ଲୋକେ ସାମାଜିକ ଦୂରତ୍ବ ରକ୍ଷା କରିବାକୁ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଛନ୍ତି I ଲୋକେ ସାମାଜିକ ଦୂରତ୍ବ ରକ୍ଷା ନ କଲେ ସରକାର ଆହୁରି କଠୋର ପଦକ୍ଷେପ ନେବାକୁ ବାଧ୍ୟ ହେବେ

ରାଜ୍ୟର ୫ ଜିଲ୍ଲାକୁ ବ୍ୟାପିଲା କରୋନା, ଭୁନେଶ୍ବରରେ ୧୪ ଜଣ ଆକ୍ରାନ୍ତ

ଦୁଇ ସପ୍ତାହ ପୁର୍ବେ ଭୁବନେଶ୍ବରରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ରାଜ୍ୟର ୫ଟି ଜିଲ୍ଲାକୁ ଏହି ଭୂତାଣୁ ବ୍ୟାପି ସାରିଲାଣି। ଆଜି ରାଜ୍ୟରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ସୁଦ୍ଧା ରାଜ୍ୟରେ ୫ ଜଣ ଆକ୍ରାନ୍ତ ଥିଲେ। ଏମାନଙ୍କ ମଧ୍ୟରୁ ଜଣେ ଭଦ୍ରକରେ

ଓଡ଼ିଶାରେ ୪ର୍ଥ କରୋନା ପଜିଟିଭ ଚିହ୍ନଟ

ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ। ୪ର୍ଥ ପଜିଟିଭ ଚିହ୍ନଟ ନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଟୁଇଟରେ ସୂଚନା ଦେଲା। ପଜିଟିଭ ବ୍ୟକ୍ତିଙ୍କ ବୟସ ୨୯ ବର୍ଷ। ଏବଂ ଭଦ୍ରକ ଅଞ୍ଚଳର ବୋଲି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ। ଏଥିସହିତ କରୋନା ପଜିଟିଭରେ ଆକ୍ରାନ୍ତ ହୋଇଥିବା ୪ର୍ଥ

ଭୁବନେଶ୍ବରରେ ନକଲି ସାନିଟାଇଜର୍‌ କାରଖାନା

ସାରା ରାଜ୍ୟରେ କରୋନା ସଂକ୍ରମଣକୁ ନେଇ ଲକ୍‌ଡାୁନ୍‌ ସମୟରେ ହାଣ୍ଡଓ୍ବାସ୍‌ ଓ ସାନିଟାଇଜର୍‌ର ଅଭାବ ଦେଖାଦେଇଛି। ଏଭଳି ସମୟର ଫାଇଦା ନେବାକୁ ଯାଇ ସ୍ଥାନୀୟ ଝାରପଡ଼ାରେ ଏକ ନକଲି ସାନିଟାଇଜର୍‌ ଓ ହାଣ୍ଡଓ୍ବାସ ତିଆରି କାରଖାନା ଠାବ ହୋଇଛି। ଡ୍ରଗ୍‌ ଇନସ୍ପେକ୍ଟର ଏ ବାବଦରେ ବିଶ୍ବସ୍ତ

ଭୁବନେଶ୍ବର AIIMSରେ କରୋନା ରୋଗୀ, ୧୨ ଘଣ୍ଟା ଧରି ଲୁଚାଇଥିଲେ କର୍ତୃପକ୍ଷ

ଓଡ଼ିଶାରେ ଗତକାଲି ବିଳମ୍ବିତ ରାତ୍ରିରେ ଦ୍ବିତୀୟ କୋରାନା ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ଯୁବକ ଜଣକର ବୟସ ୧୯ ବର୍ଷ। ଏମ୍‌ସର ଜଣେ ବରିଷ୍ଠ ପଦାଧିକାରୀଙ୍କ ପୁତ୍ର। ଲଣ୍ଡନରେ ପାଠ ପଢ଼ୁଥିବା ଯୁବକ ଜଣକ ୩ ଦିନ ତଳେ ଓଡ଼ିଶା ଫେରିଥିଲେ। ଗତକାଲି ସକାଳେ ତାଙ୍କୁ ଏମ୍‌ସରେ