କଳା ଚାଉଳ କିଲୋ ୫୦୦: ଭିଟାମିନ୍ରେ ଭର୍ତ୍ତି
କଳା ଚାଉଳ କିଲୋ ୫୦୦: ଭିଟାମିନ୍ରେ ଭର୍ତ୍ତି । ଖାଇଲେ ହେବନି ଡାଏବେଟିସ, ଦୂରେଇବ କ୍ୟାନସରବ୍ଲାକ ରାଇସ୍ (Black Rice) ରେ ଅନେକ ଔଷଧୀୟ ଗୁଣ ରହିଛି। ଏହି ଚାଉଳରେ ଭରପୁର ମାତ୍ରାର ଭିଟାମିନ ଓ ମିନେରାଲ୍ସ ତତ୍ତ୍ବ ରହିଛି। ବ୍ଲାକ ରାଇସ୍ ସ୍ବାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ।!-->…