ବ୍ରିଟେନ୍ ପ୍ରଧାନମନ୍ତ୍ରୀଙ୍କୁ କରୋନା
ବ୍ରିଟେନ୍ ରାଷ୍ଟ୍ରମୁଖ୍ୟ କରୋନା ଆକ୍ରାନ୍ତ। ଦୁଇଦିନ ତଳେ ବ୍ରିଟେନ୍ ଯୁବରାଜ ପ୍ରିନ୍ସ ଚାର୍ଲସଙ୍କ ଠାରେ କୋଭିଡ୍-୧୯ ପଜିଟିଭ୍ ମିଳିଥିବା ବେଳେ ଆଜି ଦେଶର ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍ସନ୍ଙ୍କୁ କରୋନା ହୋଇଥିବା ସ୍ପଷ୍ଟ ହୋଇଛି।
୧୦ ଡାଉନିଂ ଷ୍ଟ୍ରୀଟ୍ ମୁଖପାତ୍ରଙ୍କ କହିବା!-->!-->!-->…