ସେନାରେ କରୋନା: କ୍ବାରାଣ୍ଟିନ୍ରେ ୫୦ ବିଏସ୍ଏଫ୍ ଯବାନ
ସେନାବାହିନୀରେ କରୋନା ରୋଗୀ ଠାବ ହୋଇଛି। ଜଣେ ବ୍ୟକ୍ତିଙ୍କ ଠାରେ କୋଭିଡ୍-୧୯ ପଜିଟିଭ୍ ଦେଖାଦେବା ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ୫୦ ଜଣ ବର୍ଡସ ସିକ୍ୟୁରିଟି ଫୋର୍ସ ଯବାନଙ୍କୁ କ୍ବାରାଣ୍ଟିନରେ ରଖାଯାଇଛି।
ମଧ୍ୟପ୍ରଦେଶ ଗ୍ବାଲିଅର୍ ଜିଲ୍ଲା ଟେକାନପୁର ଠାରେ ଥିବା ବିଏସ୍ଏଫ୍!-->!-->!-->…