କରୋନାରେ କଂଗ୍ରେସର ବରିଷ୍ଠ ନେତାଙ୍କ ମୃତ୍ୟୁ
ଗୁଜରାଟର ବରିଷ୍ଠ କଂଗ୍ରେସ ନେତା ବା ଅହମ୍ମଦାବାଦ ନଗର ନିଗମର ପୂର୍ବ ନେତା ବଦରୁଦ୍ଦିନ୍ ଶେଖ କରୋନା ଭାଇରସରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଛନ୍ତି । ପାର୍ଟୀର ନେତା ଶକ୍ତି ଗୋହିଲ ଏନେଇ ସୂଚନା ଦେଇଛନ୍ତି । ରିପୋର୍ଟ ମୁତାବକ ଗୋହଲି କହିଛନ୍ତି ଯେ, ଆଜି ମୋ ପାଖରେ କହିବାକୁ କିଛି ନାହିଁ!-->…