Odisha News Insight
Browsing Tag

Corona

କରୋନା: ଗୋଟି ଦିନରେ ୨୨୧ ଜଣ ସଂକ୍ରମିତ, ICMR କହିଲା ଭାରତ

ମହାମାରୀ କରୋନା ଭାଇରସର କାୟା ଦିନକୁ ଦିନ ଭାରତରେ ଦେଖିବାକୁ ମିିଳିଛି। ଦେଶର ବିଭିନ୍ନ ଅଞ୍ଚଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ହଠାତ ବୃଦ୍ଧି ଦେଖିବାକୁ ମିଳିଛି। ସାରା ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୨୯ର ପହଁଞ୍ଚିଛି। ଏମାନଙ୍କ ମଧ୍ୟରୁ ୧୯ ଜଣଙ୍କର ମୃତ୍ୟୁ ଘଟି ସାରିଥିବା

୩ୟ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଛନ୍ତି ୧୧୨ ଜଣ

ମହାମାରୀ କରୋନାର ମୁକାବିଲା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦେକ୍ଷେପ ନେଉଛନ୍ତି। ଅପରପକ୍ଷେ ରାଜ୍ୟର ତୃତୀୟ କରୋନା ଆକ୍ରାନ୍ତ ଏବେ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛନ୍ତି। ଏପରିକି ତାଙ୍କ ପାଇଁ ରାଜ୍ୟରେ କରୋନା ଭାଇରସ୍ ଷ୍ଟେଜ-ଥ୍ରୀକୁ ଯାଇପାରେ ବୋଲି କୁହାଯାଉଛି। କାରଣ

ଅଣାୟତ ଆମେରିକା ୧ ଲକ୍ଷରୁ ଅଧିକ କରୋନା ଆକ୍ରାନ୍ତ

ବିଶ୍ବର ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ପାଖାପାଖି ପହଞ୍ଚିଥିବା ବେଳେ ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ସଂଖ୍ୟା ଏକ ଲକ୍ଷ ଡେଇଁଛି। ବର୍ତ୍ତମାନ ସୁଦ୍ଧା ଆମେରିକାରେ ଆକ୍ରାନ୍ତଙ୍କ ସଂଖ୍ୟା ୧,୦୪,୨୦୫ ଥିବା ବେଳେ ୧,୭୦୧ ଜଣ ମୃତ୍ୟୁ ବରଣ କରିସାରିଲେଣି। ଆମେରିକା ପଛକୁ

କରୋନା ଦେଶରେ ୧୯ ମୃତ, ୭୯ ଜଣ ଆରୋଗ୍ୟ

ଦେଶରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବିଗତ ୨୪ ଘଣ୍ଟା ମଧ୍ୟରେ ୧୪୯ଟି କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏଥିସହିତ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୭୩ରେ ପହଁଞ୍ଚିଛି। ସେମଧ୍ୟରୁ ୮୨୬ ଭାରତୀୟ ଓ ୪୭ ବିଦେଶୀ ଅଟନ୍ତି। ସରକାରୀ ହିସାବରେ ଦେଶରେ

ବ୍ରିଟେନ୍‌ ପ୍ରଧାନମନ୍ତ୍ରୀଙ୍କୁ କରୋନା

ବ୍ରିଟେନ୍‌ ରାଷ୍ଟ୍ରମୁଖ୍ୟ କରୋନା ଆକ୍ରାନ୍ତ। ଦୁଇଦିନ ତଳେ ବ୍ରିଟେନ୍‌ ଯୁବରାଜ ପ୍ରିନ୍ସ ଚାର୍ଲସଙ୍କ ଠାରେ କୋଭିଡ୍-୧୯ ପଜିଟିଭ୍‌ ମିଳିଥିବା ବେଳେ ଆଜି ଦେଶର ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ଙ୍କୁ କରୋନା ହୋଇଥିବା ସ୍ପଷ୍ଟ ହୋଇଛି। ୧୦ ଡାଉନିଂ ଷ୍ଟ୍ରୀଟ୍‌ ମୁଖପାତ୍ରଙ୍କ କହିବା

ଦଶଟି ମିଥ୍ୟା ଗୁଜବ ରୁ ସାବଧାନ ରୁହନ୍ତୁ ଏହି ଘଡି ସନ୍ଧି ସମୟରେ

୧)ଇଟାଲୀର ସହରରେ ଅନେକ ଶବ ର ଦୃଶ୍ୟ । ସତ୍ୟତା-ଏହା ଏକ ଫିଲ୍ମ କଣ୍ଟେଜୀଅନ ର ଦୃଶ୍ୟ ଅଟେ । ୨)ଜିଓ ର 498/- ଟଙ୍କା ର ଫ୍ରି ରିଚାର୍ଜ । ସତ୍ୟତା-କମ୍ପାନୀ ଏଭଳି କିଛି ଘୋଷଣା କରିନାହିଁ । ୩)ଅନେକ ଲୋକ ଭୁମିରେ ପଡି ଚିତ୍କାର କରି ସହାୟତା ମାଗିବାର ଦୃଶ୍ୟ ସତ୍ୟତା-ଏହା 2014 ମସିହାର ଏକ

ଅପରେସନ୍‌ ନମସ୍ତେ ଭାରତୀୟ ସେନାର କରୋନା ଯୁଦ୍ଧ

କରୋନା ବିରୋଧରେ ସାରା ଦେଶ ଏକାଠି ହୋଇଥିବା ବେଳେ ସହଯୋଗର ହାତ ବଢ଼ାଇଛି ଭାରତୀୟ ସ୍ଥଳ ସେନା। ‘ଅପରେସନ୍‌ ନମସ୍ତେ’ ନାମରେ କରୋନା ବିରୋଧରେ ଲଢ଼େଇ କାର୍ଯ୍ୟକ୍ରମ ଆରମ୍ଭ କରିଛି ସେନା। ଦେଶବ୍ୟାପୀ ୮ଟି ସ୍ଥାନରେ କ୍ବାରାଣ୍ଟିନ୍‌ ସୁବିଧା କେନ୍ଦ୍ର ପ୍ରସ୍ତୁତ ରଖିଛି ସେନା। ସେନା ଭିତରେ

ଏବେ ଆସନ୍ତୁ ରାଜ୍ୟର ତୃତୀୟ ଆକ୍ରାନ୍ତଙ୍କ ବିଷୟରେ ଜାଣିବା !

ବୟସ - 60 ବର୍ଷ ଘର - ଭୁବନେଶ୍ବର ଯାତ୍ରା - ଦିଲ୍ଲୀରୁ ଗତ ମାର୍ଚ୍ଚ 10 ତାରିଖ ସନ୍ଧ୍ୟା 7 ଟାରେ ଇଣ୍ଡିଗୋ ବିମାନରେ ଫେରିଥିଲେ! ଲକ୍ଷଣ - 11 ଦିନ ପରେ ଥଣ୍ଡା କାଶ ଜ୍ୱର ହେବାରୁ କର କ୍ଲିନିକରେ ଦେଖାଇ ଔଷଧ ଖାଇଲେ ଭର୍ତି - ଜ୍ଵର ନକମିବାରୁ 14 ଦିନ ପରେ ପୁଣି କର କ୍ଲିନିକରେ

କରୋନା ଭାରତରେ ୭୨୭ ଆକ୍ରାନ୍ତ, ୨୦ ମୃତ

 ଭାରତରେ ଲକ୍‌ଡାଉନ୍‌ ସତ୍ତ୍ବେ କରୋନା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଆଜି ସକାଳ ସୁଦ୍ଧା ଦେଶରେ ୭୨୭ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୨୦ ଜଣଙ୍କର ମୃତ୍ୟୁ ଘଟି ସାରିଲାଣି। ଓଡ଼ିଶାରେ ଗତକାଲି ରାତିରେ ଜଣେ ନୂଆ ବ୍ୟକ୍ତିଙ୍କ ଦେହରେ ସଂକ୍ରମଣ ଠାବ କରାଯାଇଛି। ତାଙ୍କ ବୟସ