Odisha News Insight
Browsing Tag

Corona

କରୋନା ଇଟାଲି ଓ ଚୀନକୁ ବଳିଗଲା ଆମେରିକା

ଯୁକ୍ତରାଷ୍ଟ୍ର ଆମେରିକାରେ କରୋନା ସଂକ୍ରମଣ ସ୍ଥିତି ସାଂଘାତିକ ହେବାରେ ଲାଗିଛି। ଚୀନ୍‌ ଆଉ ଇତାଲିକୁ ବି ବଳିଯାଇଛି ଆମେରିକାର ସଂକ୍ରମିତଙ୍କ ସଂଖ୍ୟା। ଏବେ ସୁଦ୍ଧା ଆମେରିକାରେ ୮୫,୪୩୫ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ବିଶ୍ବରେ ଏହା ସର୍ବାଧିକ। ଆମେରିକା ପଛକୁ ରହିଛି ଚୀନ୍। ଏଠାରେ ୮୧,୩୪୦

ଓଡ଼ିଶାରେ ୩ୟ କରୋନା ପଜିଟିଭ ଚିହ୍ନଟ

ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ। ୩ୟ ପଜିଟିଭ ଚିହ୍ନଟ ନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଟୁଇଟରେ ସୂଚନା ଦେଲା। ପଜିଟିଭ ବ୍ୟକ୍ତିଙ୍କ ବୟସ ୬୦ ବର୍ଷ। ଏବଂ ସେ ଭୁବନେଶ୍ବର ଅଞ୍ଚଳର ବୋଲି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ।  ଏଥିସହିତ କରୋନା ପଜିଟିଭରେ ଆକ୍ରାନ୍ତ ହୋଇଥିବା ୩

ସମସ୍ତେ ମିଶି ମହାମାରୀ କରୋନାର ମୁକାବିଲା କରିବା: ସୁବ୍ରତ ବାଗଚୀ

ଦିନକୁ ଦିନ ଭାରତରେ କାୟା ମେଲାଉଛି କରୋନା ଭାଇରସ୍। ମହାମାରୀ କରୋନା ଭାଇରସର ମୁକାବିଲା କରିବା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ବୋଲି କହିଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ। ଆଜି ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ

ଜରୁରୀ କାର୍ଯ୍ୟରେ ନିୟୋଜିତ ଗାଡ଼ି ପାଇଁ ଷ୍ଟିକର୍‌ ଜାରି କଲା କମିଶନରେଟ୍‌ ପୁଲିସ

କରୋନା ଲକ୍‌ଡାଉନ୍‌ ସମୟରେ ଜରୁରୀ ଦ୍ରବ୍ୟ ପରିବହନ ଓ ଅନ୍ୟାନ୍ୟ ଜରୁରୀ ସେବାରେ ନିୟୋଜିତ ଗାଡ଼ିଗୁଡ଼ିକରେ ଲାଗିବ CHECKED ଷ୍ଟିକର୍। ଆଜି ଠାରୁ ଭୁବନେଶ୍ବର ଓ କଟକ ସହରରେ ଏହି ସେବା ଆରମ୍ଭ କରିଛନ୍ତି କମିଶନରେଟ୍‌ ପୁଲିସ। ଉପଯୁକ୍ତ ପ୍ରମାଣ ଦେଇ ଏକ ନିର୍ଦ୍ଦିଷ୍ଟ ଫର୍ମ ପୂରଣ କରି

କ୍ଷୀର ପାଇଁ ଘରୁ ବାହାରିଥିଲେ ପୁଲିସ ପିଟି ପିଟି ମାରିଦେଲା

ପୁଲିସ ମାଡ଼ରେ ଜଣେ ୩୨ ବର୍ଷିୟ ଯୁବକଙ୍କର ମୃତ୍ୟୁ ହୋଇଛି। ଲକ୍‌ଡାଉନ୍‌ ସମୟରେ ସେ କ୍ଷୀର କିଣିବାକୁ ଘରୁ ବାହାରକୁ ବାହାରିଥିଲେ। ପୁଲିସ ମାଡ଼ରେ ଗରୁତର ଆହତ ଅବସ୍ଥାରେ ତାଙ୍କୁ ଡାକ୍ତରଖାନା ଭର୍ତ୍ତି କରାଯାଇଥିଲା। ଡାକ୍ତ ସେଠାରେ ଯୁବକ ଜଣଙ୍କୁ ମୃତ ଘୋଷଣା କରିଥିଲେ। ହାଓଡ଼ା ବାସିନ୍ଦା

କରୋନା: ଓଡ଼ିଆ ପଖାଳ ପରସିଥିବା ଫ୍ଲଏଡ୍‌ କାର୍ଡଜ୍‌ଙ୍କ ମୃତ୍ୟୁ

ମୁମ୍ବାଇବାସୀଙ୍କୁ ଓଡ଼ିଶାର ପଖାଳ ଭାତ, କଖାରୁ ଫୁଲ ଭଜା ଓ ଅନ୍ୟ ତିଅଣ ଖୁଆଇଥିବା ରେସ୍ତୋରାଁର ମାଲିକ କରୋନା ଭୂତାଣୁ ଦ୍ବାରା ଆକ୍ରାନ୍ତହୋଇ ମୃତ୍ୟୁବରଣ କରିଛନ୍ତି। ମୃତକଙ୍କ ନାମ ଫ୍ଲଏଡ୍‌ କାର୍ଡଜ୍। ବୃତ୍ତିରେ ସେଫ୍‌ ମୁମ୍ବାଇର ମୂଳନିବାସୀ ଫ୍ଲଏଡ୍‌ ନ୍ୟୁୟର୍କରେ ରହନ୍ତି ଓ ସେଠାରେ ଜଣେ

ଡାକ୍ତରଙ୍କୁ ୪ ମାସର ଆଗୁଆ ଦରମା

ଦିନକୁ ଦିନ ଦେଶରେ କାୟା ମେଲାଉଛି କରୋନା ଭାଇରସ। ଏହି ମହାମାରୀର ମୁକାବିଲା ପାଇଁ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଏଭଳି ସମୟରେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ମନୋବଳ ବଢ଼ାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିସହିତ ରାଜ୍ୟର

ଲକ ଡାଉନ: ନିୟମ ମାନିଲେନି, ପୋଲିସ୍‌ ଦେଲା ଏମିତି ଦଣ୍ଡ

କରୋନା ମହାମାରୀର ମୁକାବିଲା ପାଇଁ ଆଜିଠୁ ୨୧ ଦିନ ଯାଏ ସାରା ଦେଶ ଲକ ଡାଉନ। ଲକ ଡାଉନ ସମୟରେ ସମସ୍ତେେ ଘରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର। ଅତି ଜରୁରୀକାଳୀନ କାର୍ଯ୍ୟଥିଲେ ଘରୁ ବାହାରକୁ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାରର। ହେଲେ କେତେକ ସ୍ଥାନରେ କିଛି ଲୋକ ଲକ ଡାଉନକୁ

ପରିବେଶ କର୍ମୀ ଗ୍ରେଟା ଥନବର୍ଗ ‘କରୋନା’ରେ ଆକ୍ରାନ୍ତ

ବିଶ୍ବର ଜଣେ ପ୍ରଖର ଜଳବାୟୁ କର୍ମୀ ଭାବେ ବେଶ ଜଣାଶୁଣା ସ୍ବିଡେନର କିଶୋରୀ ପରିବେଶ କର୍ମୀ ଗ୍ରେଟା ଥନବର୍ଗ। ସେ ‘କରୋନା’ ଭୂତାଣୁ ଦ୍ବାରା ଆକ୍ରାନ୍ତ ଥିଲେ। ଏନେଇ ନିଜ ଇନଷ୍ଟାଗ୍ରାମରେ ସେ ଏକ ପୋଷ୍ଟ କରି ସୂଚନା ଦେଇଛନ୍ତି। ସେଣ୍ଟ୍ରାଲ ୟୁରୋପ ଗସ୍ତ କରିଥିବାବେଳେ ସେ ଏହି ଭୂତାଣୁ ଦ୍ବାରା