Odisha News Insight
Browsing Tag

Corona

କରୋନା ଯୁଦ୍ଧରେ ସ୍ବେଚ୍ଛାସେବୀ ହେବାକୁ ଚାହୁଁଛନ୍ତି କି?, ତେବେ ଏହି ୱେବସାଇଟରେ ଆବେଦନ କରନ୍ତୁ

ମହାମାରୀ କରୋନା ଭାଇରସର ମୁକାବିଲା କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୧ ଦିନ ଯାଏ ଲକ ଡାଉନ ଘୋଷଣା କରିଛନ୍ତି। ଏହା ଫଳରେ ଆଜିଠୁ ଆସନ୍ତା ୨୦ ଦିନ ଯାଏ ଘରେ ରହିବାକୁ ପରାମର୍ଶ ଦେଇଛନ୍ତି ମୋଦି। କରୋନା ଭୂତାଣୁ ବିଷୟରେ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଅନେକ ପଦକ୍ଷେପ

ପ୍ରିନ୍ସ ଚାର୍ଲ୍ସଙ୍କୁ କରୋନା

ଟେନ୍‌ ରାଜପୁତ୍ର ଚାର୍ଲ୍‌ସଙ୍କୁ କରୋନା ଆକ୍ରାନ୍ତ କରିଛି। ତାଙ୍କ ଶରୀର ଅସୁସ୍ଥ ହେବା ପରେ ତାଙ୍କର ପରୀକ୍ଷଣ କରାଯାଇଥିଲା। ତାଙ୍କଠାରେ କୋଭିଡ୍-୧୯ ଭୂତାଣୁ ମିଳିଥିବା ଜଣାପଡ଼ିଛି। ଚାର୍ଲ୍‌ସ କାହା ସହ ମିଶୁ ନ ଥିବା ବେଳେ କିଭଳି ତାଙ୍କ ଶରୀରକୁ ଭୂତାଣୁ ଆସିଲା ତାହା ଏବେ ଚିନ୍ତାର

ଡାକ୍ତରଙ୍କୁ ମୁଖ୍ୟମନ୍ତ୍ରୀଙ୍କ କୃତଜ୍ଞତା, ଦୁର୍ବ୍ୟବହାର କଲେ କାର୍ଯ୍ୟାନୁଷ୍ଠାନ

ଦିନକୁ ଦିନ ଦେଶରେ କାୟା ମେଲାଉଛି କରୋନା ଭାଇରସ। ଏହି ମହାମାରୀର ମୁକାବିଲା ପାଇଁ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଏଭଳି ସମୟରେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ମନୋବଳ ବଢ଼ାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିସହିତ ରାଜ୍ୟର

ଲକଡାଉନ: ସେୟାର ବଜାରରେ ବୃଦ୍ଧି, ନିବେଶକଙ୍କୁ ୪.୨୩ ଲକ୍ଷ କୋଟି ଲାଭ

ଆଜିଠୁ ସାରା ଦେଶ ଲକଡାଉନ। ହେଲେ ସେୟାର ବଜାରରେ ବୃଦ୍ଧି ଦେଖିବାକୁ ମିଳିଛି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ୍ ପ୍ୟାକେଜ ଘୋଷଣା ପାଇଁ ପ୍ରତିଶୃତି ଦେବା ପରେ ସେୟାର ବଜାରରେ ଆଜି ସାମାନ୍ୟ ବୃଦ୍ଧି ଦେଖାଦେଇଛି ଅପରାହ୍ନ ୨ଟା ୩୦ ସୁଦ୍ଧା ସେନସେକ୍ସ ଓ ନିଫଟି ବୃଦ୍ଧି ପାଇବାରେ

ମଧ୍ୟପ୍ରଦେଶ: କମଳନାଥଙ୍କ ପ୍ରେସ୍‌ମିଟ୍‌ ଯାଇଥିବା ସାମ୍ବାଦିକ ଓ ତାଙ୍କ ଝିଅଙ୍କୁ କରୋନା

ଭୋପାଳରେ ଜଣେ ସାମ୍ବାଦିକ ଓ ତାଙ୍କ ଝିଅ ଠାରେ କୋଭିଡ୍-୧୯ ପଜିଟିଭ୍‌ ମିଳିଛି। ଏମାନଙ୍କ ସହ ମଧ୍ୟପ୍ରଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫ ଛୁଇଁଛି। ସାମ୍ବାଦିକ ଜଣକ ବିଦାୟୀ ମୁଖ୍ୟମନ୍ତ୍ରୀ କମଳନାଥଙ୍କ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇଥିବାର ଜଣାପଡ଼ିବା ପରେ ଏବେ ଅନ୍ୟ ସାମ୍ବାଦିକଙ୍କୁ

ବିସ୍ପୋରକ ସ୍ଥିତିରେ ମାଡି ଆସୁଛି କରୋନା, ମେ 31 ସୁଦ୍ଧା ଭାରତରେ 10 ଲକ୍ଷରୁ ଉର୍ଦ୍ଧ୍ୱ କରୋନା ଆକ୍ରାନ୍ତ…

ବିସ୍ଫୋରକ ସ୍ଥିତିରେ ଆସୁଛି କରୋନା , ମେ ୩୧ ସୁଦ୍ଧା ଭାରତରେ ଭୟଂକର ସ୍ଥିତିରେ ଥିବ କରୋନା । ଆକଳନ କରାଯାଇଛି ମେ ୩୧ ସୁଦ୍ଧା ଭାରତ ଭଳି ଉପମହାଦେଶରେ ୫୮ ହଜାର ରୁ ଉର୍ଧ୍ବ କରୋନା ଆକ୍ରାନ୍ତ ହୋଇପାରନ୍ତି । ବିଶ୍ବାସଯୋଗ୍ୟ ଆକଳନ ଅନୁସାରେ ପ୍ରାୟ ୧୦ ଲକ୍ଷରୁ ଅଧିକ ଭାରତୀୟ ଆକ୍ରାନ୍ତ

ତାଳି ଆଳରେ ଭୁଲିଗଲେ ନିଷେଧାଜ୍ଞା, ୭ରୁ ଅଧିକ ଏକାଠି

ଦେଶ ସାରା ଜନତା କର୍ଫ୍ୟୁ ପାଳିତ ହୋଇଛି। କରୋନା ଭୂତାଣୁକୁ ନେଇ ଜନତାଙ୍କ ମନରେ ଯେତିକି ଛନକା ତା ଠାରୁ ଅଧିକ ଉତ୍ସାହ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନରେ ଆଜି ଦେଶ ସାରା ଲୋକେ କର୍ଫ୍ୟୁକୁ କଡ଼ାକଡ଼ି ପାଳନ କରିଥିବା ଦେଖିବାକୁ ମିଳିଛି। ସଂଧ୍ୟାରେ ବହୁ ସଂଖ୍ୟାରେ ଲୋକ ଘର

Odisha on lockdown

Chief Minister Naveen Patnaik announced a lockdown in 40 per cent of Odisha including five districts, seven major towns and the capital city Bhubaneswar as the fight to contain COVID-19 enters a decisive stage. The lockdown will be