୨୨ ଶହ ଟଙ୍କାରେ କରାଇ ପାରିବେ କୋଭିଡ଼ ଟେଷ୍ଟ |
କରୋନା ଜନିତ ଯଦି କୌଣସି ଲକ୍ଷଣ ଥାଏ ଆଉ ଆପଣ ଘରୋଇ ଭାବେ କୋଭିଡ଼ ପରୀକ୍ଷା କରାଇବାକୁ ଚାହାଁନ୍ତି,ତେବେ ଆଇସିଏମଆର ଦ୍ୱାରା ଅନୁମୋଦିତ ୪ଟି ଘରୋଇ ହସ୍ପିଟାଲରେ ଆପଣ କୋଭିଡ ପରୀକ୍ଷା କରାଇ ପାରିବେ | ହସପିଟାଲ୍ ଗୁଡ଼ିକ ହେଲା ଭୁବନେଶ୍ୱରର ଆପୋଲୋ ହସ୍ପିଟାଲ୍, ସମ ହସ୍ପିଟାଲ, ଇନଡିଏନଏ ଲାଇଫ!-->…