Odisha News Insight
Browsing Tag

CoronaVirus

କଳାହାଣ୍ଡିରୁ ଜଣେ କରୋନା ରୋଗୀ ଚିହ୍ନଟ, ସଂଖ୍ୟା ୨୧କୁ ବୃଦ୍ଧି

ଆଜି ରାଜ୍ୟରେ ଆଉ ଜଣେ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ସେହି ୨୯ ବର୍ଷିୟ ଯୁବକ କଳାହାଣ୍ଡିର ବୋଲି ଜଣାପଡ଼ିଛି। ସେ ନିକଟରେ ବାହାରିନରୁ ଆସିଥିବା ନେଇ ସୂଚନା ମିଳିଛି। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ପଶ୍ଚିମ ଓଡ଼ିଶାରୁ ପ୍ରଥମ କରୋନା ଆକ୍ରାନ୍ତ

COVID19, India Rises To 2,902

The total number of Coronavirus positive cases in India now stands at 2,902. The number of death toll rises to 68. Confirmed by the Ministry of Health and Family Welfare, the total number of active cases is 2650, 183 cured/discharged.

କଟକରେ ରାଜ୍ୟର ୬ଷ୍ଟ କରୋନା ଆକ୍ରାନ୍ତ ଚିହ୍ନଟ

ଆଜି ରାଜ୍ୟରେ ଷଷ୍ଠ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ପୀଡ଼ିତଙ୍କ ଘର କଟକରେ ବୋଲି ଜଣାପଡ଼ିଛି। ନିକଟରେ ସେ ଦିଲ୍ଲୀରୁ ଫେରିଥିଲେ। ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ l ପୂର୍ବରୁ ଭୁବନେଶ୍ବରରେ ୪ ଜଣ ଓ ଭଦ୍ରକରେ ଜଣେ କରୋନା ପଜିଟିଭ୍‌ ମିଳିଥିଲେ। ଆଜିକୁ ମିଶାି ୬ ଜଣ

CM Naveen Patnaik Makes Appeal

In the wake of Coronavirus pandemic and lockdown, Chief Minister Naveen Patnaik expressed his gratitude for the support and appealed to the people to stay united at this crucial hour. 

 He further requested all the owners to show