Odisha News Insight
Browsing Tag

CoronaVirus

କରୋନା ଦେଶରେ ୬୫୦ ଆକ୍ରାନ୍ତ, ୧୫ ମୃତ

 ଦେଶବ୍ୟାପୀ ଲକ୍‌ଡାଉନ୍‌ ସତ୍ତ୍ବେ ବଢ଼ିଚାଲିଛି କରୋନା ସଂକ୍ରମଣ। ଆଜି ସୁଦ୍ଧା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୫୦ ଡେଇଁଥିବାଥିବା ବେଳେ ୧୫ ଜଣଙ୍କର ମୃତ୍ୟୁ ହୋଇଛି। ପୂର୍ବରୁ ଏହି ସଂଖ୍ୟା ୧୩ ଥିବା ବେଳେ ଆଜି ଶ୍ରୀନଗରର ହାଇଦରପଡ଼ାରେ ଆଜି ଜଣେ ୬୫ ବର୍ଷିୟ ବୃଦ୍ଧଙ୍କର ମୃତ୍ୟୁ

କରୋନା ଯୁଦ୍ଧରେ ସ୍ବେଚ୍ଛାସେବୀ ହେବାକୁ ଚାହୁଁଛନ୍ତି କି?, ତେବେ ଏହି ୱେବସାଇଟରେ ଆବେଦନ କରନ୍ତୁ

ମହାମାରୀ କରୋନା ଭାଇରସର ମୁକାବିଲା କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୧ ଦିନ ଯାଏ ଲକ ଡାଉନ ଘୋଷଣା କରିଛନ୍ତି। ଏହା ଫଳରେ ଆଜିଠୁ ଆସନ୍ତା ୨୦ ଦିନ ଯାଏ ଘରେ ରହିବାକୁ ପରାମର୍ଶ ଦେଇଛନ୍ତି ମୋଦି। କରୋନା ଭୂତାଣୁ ବିଷୟରେ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଅନେକ ପଦକ୍ଷେପ

ଲକଡାଉନ: ସେୟାର ବଜାରରେ ବୃଦ୍ଧି, ନିବେଶକଙ୍କୁ ୪.୨୩ ଲକ୍ଷ କୋଟି ଲାଭ

ଆଜିଠୁ ସାରା ଦେଶ ଲକଡାଉନ। ହେଲେ ସେୟାର ବଜାରରେ ବୃଦ୍ଧି ଦେଖିବାକୁ ମିଳିଛି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ୍ ପ୍ୟାକେଜ ଘୋଷଣା ପାଇଁ ପ୍ରତିଶୃତି ଦେବା ପରେ ସେୟାର ବଜାରରେ ଆଜି ସାମାନ୍ୟ ବୃଦ୍ଧି ଦେଖାଦେଇଛି ଅପରାହ୍ନ ୨ଟା ୩୦ ସୁଦ୍ଧା ସେନସେକ୍ସ ଓ ନିଫଟି ବୃଦ୍ଧି ପାଇବାରେ

ମଧ୍ୟପ୍ରଦେଶ: କମଳନାଥଙ୍କ ପ୍ରେସ୍‌ମିଟ୍‌ ଯାଇଥିବା ସାମ୍ବାଦିକ ଓ ତାଙ୍କ ଝିଅଙ୍କୁ କରୋନା

ଭୋପାଳରେ ଜଣେ ସାମ୍ବାଦିକ ଓ ତାଙ୍କ ଝିଅ ଠାରେ କୋଭିଡ୍-୧୯ ପଜିଟିଭ୍‌ ମିଳିଛି। ଏମାନଙ୍କ ସହ ମଧ୍ୟପ୍ରଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫ ଛୁଇଁଛି। ସାମ୍ବାଦିକ ଜଣକ ବିଦାୟୀ ମୁଖ୍ୟମନ୍ତ୍ରୀ କମଳନାଥଙ୍କ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇଥିବାର ଜଣାପଡ଼ିବା ପରେ ଏବେ ଅନ୍ୟ ସାମ୍ବାଦିକଙ୍କୁ