Odisha News Insight
Browsing Tag

CoronaVirus

୨୧ ଦିନ ଯାଏ ପୂରା ଦେଶ ଲକ୍‌ ଡାଉନ୍

ଆଜି ମଧ୍ୟରାତ୍ରିରୁ ସାରା ଦେଶ ଲକ ଡାଉନ୍। ଆଜି ଏଭଳି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ଦେଶବାସୀଙ୍କୁ ସମ୍ବୋଧିତ କରି ମୋଦି କହିଛନ୍ତି ଯେ, ଆଜି ରାତିରୁ ୨୧ ଦିନ ପାଇଁ ଦେଶ ସାରା ଜାରି ରହିବ ଲକ ଡାଉନ। ଏହା କର୍ଫ୍ୟୁ କହିଲେ ଅତ୍ୟୁକ୍ତି ହେବ ନାହିଁ । ତେଣୁ ଆପଣ ଯିଏ

ଆମେରିକା ଅସମ୍ଭାଳ ୪୬,୧୬୮ କରୋନା ଆକ୍ରାନ୍ତ, ୫୮୨ ମୃତ

ଯୁକ୍ତରାଷ୍ଟ୍ର ଆମେରିକାରେ କରୋନା ନିୟନ୍ତ୍ରଣ ଅଅଣାୟତ ହୋଇପଡ଼ିଛି। ସରକାରଙ୍କ ଶତ ଚେଷ୍ଟା ସତ୍ତ୍ବେ ଧୀରେ ଧୀରେ ନିୟନ୍ତ୍ରଣ ବାହାରକୁ ଚାଲିଯାଉଛି। ଗତ ୩ ଦିନ ଭିତରେ ୨୦,୦୦୦ରୁ ଅଧିକ ନୂଆ ରୋଗୀ ଠାବ ହୋଇଥିବା ବେଳେ କେବଳ ଆଜି ଗୋଟିଏ ଦିନରେ ପ୍ରାୟ ୧୧,୦୦୦ ନୂଆ ରୋଗୀ ଠାବ ହୋଇଛନ୍ତି। ମୋଟ

୨୪ ଘଣ୍ଟିଆ ସେବା ଦେବ ମାଲଗୋଦାମ।

ଯେତେବେଳେ ପହଞ୍ଚିଲେ ବି ଯଦି ଦୋକାନ ଖୋଲା ଥିବ ତେବେ ସାଙ୍ଗେ ସାଙ୍ଗେ ଗରାଖିଙ୍କୁ ସଉଦା ଦେବେ ବୋଲି ସଂଘ ନିଷ୍ପତ୍ତି ନେଇଛି। ତେଣୁ ଡ଼ରିବାର ଆବଶ୍ୟକତା କିଛି ନାହିଁ। ଆଉ ପର୍ଯ୍ୟାପ୍ତ ପରିମାଣର ମାଲ ମହଜୁଦ ଅଛି ତେଣୁ ଅଧିକ କିଣି ଅନ୍ୟର ଦାନା ମାରିବାର ଆବଶ୍ୟକତା ନାହିଁ। ଏହା ସହ ଭିଡ଼

କରୋନା ପୁଣିଥରେ ଆଜି ରାତି ୮ଟାରେ ଦେଶବାସୀଙ୍କୁ ସମ୍ବୋନ୍ଧିତ କରିବେ ମୋଦି

ଦିନକୁ ଦିନ ଦେଶରେ କରୋନା ଭାଇରସ ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ନଜରରେ ରଖି ଆଜି ରାତି ୮ଟାରେ ପୁଣି ଥରେ ଦେଶବାସୀଙ୍କୁ ସମ୍ବେନ୍ଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏନେଇ ଟୁଇଟରେ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ମୋଦି ଟୁଇଟ କରି