Odisha News Insight
Browsing Tag

CoronaVirus

୩ ଜିଲ୍ଲା ଗସ୍ତରେ ୫ ଟି ସଚିବ ଓ ଉନ୍ନୟନ କମିଶନର

ରାଜ୍ୟରେ କରୋନା ମୁକାବିଲାର ପ୍ରସ୍ତୁତି ନୀରିକ୍ଷଣ କରିବା ପାଇଁ ୫ ଟି ସଚିବ ଭି.କେ. ପାଣ୍ଡିଆନ ଓ ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର  ଆଜି ୩ ଟି ଜିଲ୍ଲ। ଗସ୍ତରେ ଅଛନ୍ତି।  ଗୁରୁବାର ୫ ଟି ସଚିବ ଏବଂ ଉନ୍ନୟନ କମିଶନର କୋରାପୁଟ, ମାଲକାନାଗିରି ଓ ନବରଙ୍ଗପୁର ଜିଲ୍ଲାକୁ ଦିନିକିଆ 

ହ୍ବାଟ୍‌ସ୍ଆପ୍‌ରେ ମିଳିବ ଓଡିଶା ସରକାରଙ୍କ କରୋନା ତଥ୍ୟ

କରୋନାଭାଇସ୍ ସଂକ୍ରାନ୍ତରେ ସଦ୍ୟତମ ସୂଚନା ଦେବା ନିମନ୍ତେ ରାଜ୍ୟ ସରକାର ହ୍ବାଟ୍‌ସ୍ଆପ୍‌ରେ କୋଭିଡ୍ ହେଲ୍‌ପ୍‌ଡେସ୍କ ଆରମ୍ଭ କରିଛନ୍ତି।ବହ୍ବାଟ୍‌ସ୍‌ଆପ୍‌ରେ କୋଭିଡ୍-୧୯ ସଂକ୍ରାନ୍ତ ସମସ୍ତ ଅପ୍‌ଡେଟ୍‌ସ୍ ପାଇବା ନିମନ୍ତେ ୯୩୩୭୯୨୯୦୦୦ ହାଇ ‘Hi’ କିଂବା bi.ly/OGCovidWhatsAppରେ

କରୋନା ରୋକିବାକୁ ରାଜ୍ୟର ସବୁ ସରପଞ୍ଚମାନଙ୍କୁ ଶପଥ କାରାଇଲେ ନବୀନ

କରୋନା ମୁକାବିଲା ନେଇ ରାଜ୍ୟର ସରପଞ୍ଚମାନଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଲୋଚନା କରି ଶପଥ କରାଇଛନ୍ତି । ଭିଡିଓ କନ୍‌ଫରେନ୍ସିଂ ଜରିଆରେ ସରପଞ୍ଚମାନଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଅବସରରେ ସରପଞ୍ଚମାନେ ଗାଁରେ କରୋନାକୁ ପଶେଇ ନ ଦେବାକୁ ଶପଥ ନେଇଛନ୍ତି।

ରେକର୍ଡ ସଂଖ୍ୟାରେ ସାମ୍ପୁଲ ଟେଷ୍ଟ

ରାଜ୍ୟରେ ଗତକାଲି ରେକର୍ଡ ସଂଖ୍ୟାରେ ସାମ୍ପୁଲ ଟେଷ୍ଟ କରାଯାଇଛି । ଗୋଟିଏ ଦିନରେ ମୋଟ ୨୦୨୭ଟି ସାମ୍ପୁଲ ଟେଷ୍ଟ କରାଯାଇଛି । ସେଥିମଧ୍ୟରୁ ଆରଏମଆରସିରେ ସର୍ବାଧିକ ୧୨୩୪, ଏମ୍ସରେ ୭୭, ଏସସିବିରେ ୩୭୮, ଏମକେସିଜିରେ ୪୧, ଭିମସାରେ ୩୩, ଆଇଏଲଏସରେ ୧୯୨, ଆଇଜିଏଚରେ ୫୧ ଓ ଆପୋଲୋରେ ୨୧ଟି

ରାପିଡ ଟେଷ୍ଟ କିଟରେ ତ୍ରୁଟି, ପରୀକ୍ଷା ବନ୍ଦ!

ରାପିଡ ଟେଷ୍ଟ କିଟରେ ତ୍ରୁଟି ଥିବା ଅଭିଯୋଗ ଆସିବା ପରେ ପରୀକ୍ଷାକୁ ଦୁଇଦିନ ପାଇଁ ବନ୍ଦ ରଖାଯାଇଛି । ଆଇସିଏମଆର ବା ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ ପକ୍ଷରୁ ପରିକ୍ଷା ବନ୍ଦ ପାଇଁ କୁହାଯାଇଛି । ଏଥିସହିତ ଅଭିଯୋଗର ତଦନ୍ତ କରାଯିବ । ଆଇସିଏମଆର୍ ପକ୍ଷରୁସାମ୍ବାଦିକ