Odisha News Insight
Browsing Tag

CoronaVirus

ପାଣିରେ ବି କରୋନା ଭାଇରସ୍

ମହାମାରୀ କରୋନା ଭାଇରସ ବିଷୟରେ ଯେତେ ସର୍ଭେ ହେଉଛି, ସେତେ ନୂଆ ନୂଆ ତଥ୍ୟା ସାମନାକୁ ଆସୁଛି । ବର୍ତ୍ତମାନ ସମୟରେ ବୈଜ୍ଞାନିକମାନେ କରୋନାର ଚିକିତ୍ସା ଓ ଟୀକା ପ୍ରସ୍ତୁତ କରିବାରେ ଲାଗିଛନ୍ତି । ବାୟୁରେ କରୋନା ଭାଇରସ୍ ଘଣ୍ଟା ଘଣ୍ଟା ଧରି ବଞ୍ଚିପାରେ ବୋଲି ପୂର୍ବରୁ ବୈଜ୍ଞନିକମାନେ

ଅନଲାଇନରେ ମଗାଇପାରିବେ ଜରୁରୀ ସାମଗ୍ରୀ

କରୋନା ସ୍ଥିତି ନେଇ ଦେଶ ଓ ରାଜ୍ୟ ଲକ୍ ଡାଉନ ରହିଛି । ଏହାସହ ସମସ୍ତ ଦୋକାନ ବଜାର ମଧ୍ୟ ବନ୍ଦ ରହିଛି । ତେଣୁ ଲୋକମାନେ ଜରୁରୀସାମଗ୍ରୀ ପାଇଁ ହଇରାଣ ମଧ୍ୟ ହେଉଛନ୍ତି । ତେଣୁ ଅନଲାଇନ କମ୍ପାନିଗୁଡ଼ିକୁ କେବଳ ଜରୁରୀକାଳୀନ ସାମଗ୍ରୀ ପଠାଇବା ପାଇଁ ଅନୁମତି ଦିଆଯାଇଛି । ଏହାସହ ଲକ୍ ଡାଉନରେ

ଫସି ରହିଥିବା ଶ୍ରମିକଙ୍କ ପାଇଁ ବଡ଼ ଘୋଷଣା

କରୋନା ସ୍ଥିତି ନେଇ ଦେଶ ଓ ରାଜ୍ୟ ତାଲାବନ୍ଦ ଥିବା ଯୋଗୁଁ ବହୁ ଶ୍ରମିକ ଫସି ରହିଛନ୍ତି । ସେହି ଫସି ରହିଥିବା ଶ୍ରମିକଙ୍କ ପାଇଁ ଆଜି ଏକ ବଡ଼ ଘୋଷଣା କରାଯାଇଛି । ରାଜ୍ୟ ଭିତରେ ଯିବା ଆସିବା କରି ଦାଦନ ଶ୍ରମିକମାନେ କାମ କରିପାରିବେ । କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ଏନେଇ ଏସଓପି ଜାରି

୨୪ଘଣ୍ଟାରେ ସାମ୍ନାକୁ ଆସିଛି ୧୩୪୮ନୂଆ କେସ୍

ପ୍ରତିଦିନ ପରି ଆଜି ମଧ୍ୟ କରୋନା ସମ୍ପର୍କିତ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ । ସେ କହିଛନ୍ତି ଯେ ତାଲାବନ୍ଦ କଟକଣା କଡ଼ାକଡ଼ି ଭାବେ ପାଳନ ହେବା ଦରକାର । ଗ୍ରାମାଞ୍ଚଳକୁ ଲଗାତାର ଗସ୍ତ କରାଯାଉ । ଏହି ପରିସ୍ଥିତିରେ ଉଚିତ