Odisha News Insight
Browsing Tag

CoronaVirus

ଲକ୍ଡ଼ାଉନ ସମୟ ରେ ଯାଜପୁର ରୋଡ଼ ନେସନାଲ ମାର୍ବଲ ଚାଲାଇଛି ଅବାଧ ରେ ମାର୍ବଲ ବେପାର !

ଯାଜପୁର :-ଯାଜପୁର ଜିଲ୍ଲା ରେ ଏ ଯାବତ୍ 2ଜଣ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଜିଲ୍ଲା ପ୍ରଶାସନ ବିଭିନ୍ନ ପ୍ରକାର କଟକଣା ଲାଗୁ କରିଛନ୍ତି | ଯାଜପୁର ଜିଲ୍ଲା ଅନ୍ତର୍ଗତ ବ୍ୟାସନଗର ପୌରାଞ୍ଚଳ ରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି ଯାଜପୁର ରୋଡ଼ ବ୍ୟାଙ୍କ ଷ୍ଟ୍ରିଟ ଅଞ୍ଚଳ ର ନେସନାଲ

ରାଜ୍ୟରେ ୪ ନୂଆ କରୋନା ଆକ୍ରାନ୍ତ, ମୋଟ ୫୪ ଜଣ

ଆଜି ରାଜ୍ୟରେ ଆଉ ୪ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଓଡ଼ିଶାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୪ରେ ପହଞ୍ଚିଛି। ୫୩ ଜଣଙ୍କ ମଧ୍ୟରୁ ୪୧ ଜଣଙ୍କଠାରେ କରୋନା ସକ୍ରିୟ ରହିଛି। ଅନ୍ୟପକ୍ଷରେ ୧୨ ଜଣ ସୁସ୍ଥ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି। ଏନେଇ ଆଜି ସୂଚନା ଦେଇଛି ରାଜ୍ୟ