ହ୍ବାଟ୍ସ୍ଆପ୍ରେ ମିଳିବ ଓଡିଶା ସରକାରଙ୍କ କରୋନା ତଥ୍ୟ
କରୋନାଭାଇସ୍ ସଂକ୍ରାନ୍ତରେ ସଦ୍ୟତମ ସୂଚନା ଦେବା ନିମନ୍ତେ ରାଜ୍ୟ ସରକାର ହ୍ବାଟ୍ସ୍ଆପ୍ରେ କୋଭିଡ୍ ହେଲ୍ପ୍ଡେସ୍କ ଆରମ୍ଭ କରିଛନ୍ତି।ବହ୍ବାଟ୍ସ୍ଆପ୍ରେ କୋଭିଡ୍-୧୯ ସଂକ୍ରାନ୍ତ ସମସ୍ତ ଅପ୍ଡେଟ୍ସ୍ ପାଇବା ନିମନ୍ତେ ୯୩୩୭୯୨୯୦୦୦ ହାଇ ‘Hi’ କିଂବା bi.ly/OGCovidWhatsAppରେ!-->…