Odisha News Insight
Browsing Tag

COVID19

KIMS କରୋନା ଯୋଦ୍ଧାଙ୍କ ଉପରେ ପୁଷ୍ପବୃଷ୍ଟି କଲା ବାୟୁସେନା ବିମାନ

କରୋନା ଯୁଦ୍ଧରେ ଆଗଧାଡିର ଯୋଦ୍ଧାଙ୍କୁ ସଲାମ ଜଣାଇଛନ୍ତି ଦେଶର ବୀର ଯୋଦ୍ଧା ।  ଭାରତୀୟ ସ୍ଥଳସେନା, ନୌସେନା ଓ ବାୟୁ ସେନା ପକ୍ଷରୁ କରୋନା ଯୋଦ୍ଧାଙ୍କୁ ରବିବାର ଆକାଶ ମାର୍ଗରୁ ପୁଷ୍ପ ବୃଷ୍ଟି କରି ସଲାମ ଦିଆଯାଇଛି। କରୋନା ଯୁଦ୍ଧରେ ନିଜ ଜୀବନକୁ ବାଜି ଲଗାଇ ଦିନ ରାତି ରୋଗୀଙ୍କ ସେବା

କୋଭିଡ୍-୧୯ର ଟୀକା ଉପରେ କାମ କରୁଛନ୍ତି ୬ ଭାରତୀୟ କମ୍ପାନୀ, ଜାଣନ୍ତୁ କ’ଣ ଏହି ବର୍ଷ ମିଳିବ ସଫଳତା?

ସାରା ବିଶ୍ବ ଏବେ କରୋନାର ଆତଙ୍କରେ ରହିଛି। କରୋନା ଭାଇରସରୁ ମୁକ୍ତି ପାଇବା ପାଇଁ ସବୁ ଦେଶ ଟୀକା ଉପରେ ଗବେଷଣା ଆରମ୍ଭ କରିଛନ୍ତି। ଏନେଇ ଦେଶର ଜଣେ ଶୀର୍ଷ ବୈଜ୍ଞାନିକଙ୍କ କହିବା ଅନୁସାରେ, ଟୀକା ଖୋଜିବା ପାଇଁ ୬ଟି ଭାରତୀୟ କମ୍ପାନୀ ଏହା ଉପରେ କାମ କରୁଛି ଓ ଏହି ମହାମାରୀରୁ ମୁକ୍ତି

୩ ଜିଲ୍ଲା ଗସ୍ତରେ ୫ ଟି ସଚିବ ଓ ଉନ୍ନୟନ କମିଶନର

ରାଜ୍ୟରେ କରୋନା ମୁକାବିଲାର ପ୍ରସ୍ତୁତି ନୀରିକ୍ଷଣ କରିବା ପାଇଁ ୫ ଟି ସଚିବ ଭି.କେ. ପାଣ୍ଡିଆନ ଓ ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର  ଆଜି ୩ ଟି ଜିଲ୍ଲ। ଗସ୍ତରେ ଅଛନ୍ତି।  ଗୁରୁବାର ୫ ଟି ସଚିବ ଏବଂ ଉନ୍ନୟନ କମିଶନର କୋରାପୁଟ, ମାଲକାନାଗିରି ଓ ନବରଙ୍ଗପୁର ଜିଲ୍ଲାକୁ ଦିନିକିଆ 

ରେକର୍ଡ ସଂଖ୍ୟାରେ ସାମ୍ପୁଲ ଟେଷ୍ଟ

ରାଜ୍ୟରେ ଗତକାଲି ରେକର୍ଡ ସଂଖ୍ୟାରେ ସାମ୍ପୁଲ ଟେଷ୍ଟ କରାଯାଇଛି । ଗୋଟିଏ ଦିନରେ ମୋଟ ୨୦୨୭ଟି ସାମ୍ପୁଲ ଟେଷ୍ଟ କରାଯାଇଛି । ସେଥିମଧ୍ୟରୁ ଆରଏମଆରସିରେ ସର୍ବାଧିକ ୧୨୩୪, ଏମ୍ସରେ ୭୭, ଏସସିବିରେ ୩୭୮, ଏମକେସିଜିରେ ୪୧, ଭିମସାରେ ୩୩, ଆଇଏଲଏସରେ ୧୯୨, ଆଇଜିଏଚରେ ୫୧ ଓ ଆପୋଲୋରେ ୨୧ଟି