୨୦୦୭ ଟି-୨୦ ବିଶ୍ବକପର ହିରୋ, ୨୦୨୦ରେ ରିଅଲ ହିରୋ
ସାରା ବିଶ୍ବ ଏବେ ମହାମାରୀ କରୋନା ଭାଇରସକୁ ନେଇ ଚିନ୍ତିତ। ଭାରତରେ ମଧ୍ୟ କରୋନା ଭାଇରସ ଦିନକୁ ଦିନ କାୟା ବିସ୍ତାର କରିଛି। ଡାକ୍ତର ମାନେ କରୋନା ରୋଗୀଙ୍କ ଚିକିତ୍ସା କରୁଥିବା ବେଳେ ପୋଲିସ୍ କର୍ମୀ ମାନେ ଜନସାଧାରଣଙ୍କୁୁ ବୁଝେଇବା ସହିତ ଲକ୍ଡାଉନର ସ୍ଥିତି ସମୀକ୍ଷା କରୁଛନ୍ତି। ଏସବୁ!-->…