ଦହି ପାଣି ପିଇବା ଦ୍ୱାରା କଣ ସବୁ ଫାଇଦା ମିଳିଥାଏ ଜାଣନ୍ତୁ
ଦହି ଖାଇବାକୁ ଲୋକମାନେ ବହୁତୁ ପସନ୍ଦ କରିଥାନ୍ତି। ଏହା ଶୁଭ କାର୍ଯ୍ୟରେ ମଧ୍ୟ ବ୍ୟବହାର କରାଯାଇଥାଏ। ଦହିକୁ ବିଭିନ୍ନ ତରକାରୀ ପ୍ରସ୍ତୁତ କଲା ବେଳେ ବ୍ୟବହାର କରାଯାଏ। ସାଲାଡ଼ରେ ଦହି ପକାଇଲେ ଏହାର ସ୍ୱାଦ ଦ୍ୱିଗୁଣିତ ହୋଇଯାଏ। ଦହି ଖାଇବା ଦ୍ୱରା ଆମ ଶରୀର ପାଇଁ ବେଶ ଲାଭଦାୟକ ହୋଇଥାଏ।!-->…