ପୂର୍ବତନ ବିଧାୟକଙ୍କ ଗାଡିକୁ ଗୁଳି ମାଡ
ବିଜେଡି ନେତା ତଥା ଫୁଲବାଣୀର ପୂର୍ବତନ ବିଧାୟକ ଦେବେନ୍ଦ୍ର କଅଁରଙ୍କ ଗାଡି ଉପରକୁ ଗୁଳିମାଡ ହୋଇଛି । ସେ କୌଣସି କାମରେ ଏଫସିଆଇ ଚିତ୍ରକୂଟରେ ଥିବା ତାଙ୍କ ସମ୍ପର୍କୀୟଙ୍କ ଘରକୁ ଯାଇଥିବା ବେଳେ ତାଙ୍କ ବଲେରୋ ଗାଡି ଉପରକୁ ଦୁର୍ବୃତମାନେ ଗୁଳିମାଡ କରିଛନ୍ତି । ସେ ଗୁଳିମାଡରେ ତାଙ୍କ ଗାଡିର!-->…