Odisha News Insight
Browsing Tag

District

୧୫ରୁ ୪୦ ବର୍ଷ ବୟସ୍କ ସର୍ବାଧିକ ଆକ୍ରାନ୍ତ

ମହାମାରୀ କରୋନା ରାଜ୍ୟର ୧୪ଟି ଜିଲ୍ଲାରେ ପ୍ରବେଶ କରିଛି । ସେହି ଜିଲ୍ଲାଗୁଡିକ ହେଲା ଖୋର୍ଦ୍ଧା, କଟକ, ପୁରୀ, ଯାଜପୁର, ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡା, କଳାହାଣ୍ଡି, ଢେଙ୍କାନାଳ, କୋରାପୁଟ, ସୁନ୍ଦରଗଡ଼, ଦେବଗଡ଼, ଝାରସୁଗୁଡା ଓ କେନ୍ଦୁଝର ଜିଲ୍ଲାରେ କରୋନା ଆକ୍ରାନ୍ତ ଚିହ୍ନଟ

୩ ଜିଲ୍ଲା ଗସ୍ତରେ ୫ ଟି ସଚିବ ଓ ଉନ୍ନୟନ କମିଶନର

ରାଜ୍ୟରେ କରୋନା ମୁକାବିଲାର ପ୍ରସ୍ତୁତି ନୀରିକ୍ଷଣ କରିବା ପାଇଁ ୫ ଟି ସଚିବ ଭି.କେ. ପାଣ୍ଡିଆନ ଓ ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର  ଆଜି ୩ ଟି ଜିଲ୍ଲ। ଗସ୍ତରେ ଅଛନ୍ତି।  ଗୁରୁବାର ୫ ଟି ସଚିବ ଏବଂ ଉନ୍ନୟନ କମିଶନର କୋରାପୁଟ, ମାଲକାନାଗିରି ଓ ନବରଙ୍ଗପୁର ଜିଲ୍ଲାକୁ ଦିନିକିଆ