PM CARES ଦେଶବାସୀଙ୍କୁ ଦାନ ମାଗିଲେ ପ୍ରଧାନମନ୍ତ୍ରୀ
ସାରା ବିଶ୍ବକୁ କରୋନା ଭୂତାଣୁ ଭୟଭୀତ କରିଥିବା ବେଳେ ଭାରତ ମଧ୍ୟ ଏହି ମାରାତ୍ମକ ରୋଗ ସହ ଲଢ଼େଇ କରୁଛି। ଗୋଟିଏ ପଟେ ସାରା ଦେଶ ଲକ୍ଡାାଉନ୍ ଥିବା ବେଳେ ଅନ୍ୟପଟେ ଜନତା ଓ ରାଷ୍ଟ୍ରର ଅର୍ଥନୀତି ମଧ୍ୟ ପ୍ରଭାବିତ ହୋଇଛି। ଏଭଳି ସମୟରେ ଦେଶର ଏଇ ଲଢ଼େଇରେ ସାମିଲ ହେବା ଲାଗି ଦେଶବାସୀଙ୍କୁ!-->…