ସରକାରୀ ୱେବସାଇଟରେ ଚାଷୀ ବିକିବେ ପନିପରିବା
କରୋନା ଯୋଗୁ ରାଜ୍ୟରେ ଲକଡାଉନ୍ ଥିବାରୁ ଚାଷୀମାନେ ନିଜର ଉତ୍ପାଦିତ ଫଳ,ପନିପରିବାର, ଫୁଲ ଓ ମସଲା ଇତ୍ୟାଦି ଉଦ୍ୟାନଭିତ୍ତିକ ଫସଲର ଉପଯୁକ୍ତ ବିକ୍ରିକଟା କରିବାରେ ଅସୁବିଧା ହେଉଥିବାରୁ ରାଜ୍ୟ ସରକାର ଏବେ ଏକ ଅଭିନବ ପଦକ୍ଷେପ ନେଇଛନ୍ତି। ରାଜ୍ୟ ସରକାର ‘ଓଡ଼ିହର୍ଟିମାର୍କେଟିଂ ଡଟ୍ ଏନଆଇସି!-->…