Odisha News Insight
Browsing Tag

Fraud

ୱେବ ସିରିଜ୍ ନାଁରେ ଧୋକା: ପର୍ଣ୍ଣ ସାଇଟରେ ଅପଲୋଡ କରିଦେଲେ ମଡେଲଙ୍କ ବୋଲ୍ଡ ଫିଲ୍ମ

ୱେବ ସିରିଜ ନାଁରେ ଜଣେ ଯୁବତୀଙ୍କୁ ଧୋକା । ଏଭଳି ଏକ ସମ୍ବେଦନଶୀଳ ମାମଲା ମଧ୍ୟପ୍ରଦେଶରୁ ଆସିଛି । ସେଠାରେ ୱେବ ସିରିଜ୍ କରିବା ନାଁରେ ଜଣେ ଯୁବତୀଙ୍କର ଅଶ୍ଲୀଳ ଫିଲ୍ମ କରି ତାହାକୁ ପର୍ଣ୍ଣ ସାଇଟରେ ଅପଲୋଡ କରାଯାଇଛି । ମଧ୍ୟପ୍ରଦେଶ ଇନ୍ଦୋରରେ ପର୍ଣ୍ଣ ଫିଲ୍ମ ପ୍ରସ୍ତୁତ କରିଥିବା

ଭାଇରସ ଠାରୁ ଦିନେଶ ମାରାତ୍ମକ !

ଯାଜପୁର ଜିଲ୍ଲା ରେ ସାବୁନ ,ପାଉଡ଼ର,କ୍ରିମ ଆଦି ଏକ ମଲଟି ନେସନାଲ କମ୍ପାନି ର ଡିଷ୍ଟିବୁଟର ସିପ ନେଇ ପ୍ରାୟ ଦୀର୍ଘ ଦିନ ହେବ ଯାଜପୁର ଜିଲ୍ଲା ରେ ଥିବା ଏକାଧିକ ଦୋକାନି କୁ ଚିଠା ରେ ଠକେଇ କରି ଅସାଧୁ ଊପାୟ ରେ ଅର୍ଥ ଲୁଟି ଦାମି ଗାଡ଼ି କିଣିବା ଓ ସୁଊଚ୍ଚ ଅଟ୍ଟାଳିକା ଠିଆ କରିବା ସାଧାରଣ