ଗୋଟିଏ କ୍ୟାପସୁଲରେ ନିୟନ୍ତ୍ରଣ ହେବ ଡାଇବେଟିସ
ଗତ କିଛି ବର୍ଷ ଧରି ଦେଶରେ ଡାଇବେଟିସ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି. ଏହି ରୋଗରେ ପୀଡିତ ବ୍ୟକ୍ତିଙ୍କୁ ନିଜ ବ୍ଲଡ ସୁଗାରକୁ ନିୟନ୍ତ୍ରଣ କରିବା ପାଇଁ ଗୋଟିଏ ଦିନରେ ଅତି କମରେ ଇନସୁଲିନର ଦୁଇଟି ଇନଜେକ୍ସନ ନେବାକୁ ପଡିଥାଏ. ମାତ୍ର ଏବେ ବୈଜ୍ଞାନିକମାନେ ଏହି ଇନଜେକ୍ସନର ବିକଳ୍ପ ବାହାର!-->…