ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ସମସ୍ତେେ ପାସ୍: ଗଣଶିକ୍ଷା ମନ୍ତ୍ରୀ
ମହାମାରୀ କରୋନା ଭାଇରସ୍ ଯୋଗୁଁ ଏବେ ସାରା ଦେଶରେ ଲକଡାଉନ୍ ଘୋଷଣା ହୋଇଛି। ଏଥିସହ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟ ବନ୍ଦ ହୋଇପଡ଼ିଛି। ଏହାରିମଧ୍ୟରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ। କରୋନା କାରଣରୁ ଚଳିତଥର ପ୍ରଥମରୁ!-->…