ବାତ୍ୟା ନେଇ IMD ମହାନିର୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା ।
-ପଶ୍ଚିମବଙ୍ଗ ଉପକୂଳରେ ମାଡ଼ ହୋଇପାରେ ବାତ୍ୟା ଅମ୍ଫାନ ।
-ବୁଲବୁଲ ଅପେକ୍ଷା ଅଧିକ, ଫୋନି ଅପେକ୍ଷା କମ ରହିବ ପବନର ବେଗ ।
-୧୮ ତାରିଖ ସଂଧ୍ୟାରୁ ଓଡ଼ିଶାରେ ବର୍ଷା ସମ୍ଭାବନା ୧୯ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ।
-୧୯ ରେ ୪୫ରୁ ୫୫ କିମି ବେଗରେ ପବନ ଆଶଙ୍କା ।
-୨୦!-->!-->!-->!-->!-->!-->!-->!-->!-->…