ଭୁସୁଡ଼ିଲା ଆନ୍ତରଜାତୀୟ ବିମାନ ବନ୍ଦର
ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତିୟ ବିମାନ ବନ୍ଦର ପରିସରରେ ଛାତ ଭୁଷୁଡ଼ିଥିବା ଜଣାପଡିଛି। ଭୁଷୁଡ଼ିଥିବା ଛାତ ତଳେ କିଛି ଲୋକ ଚାପି ହୋଇ ରହିଥିବା ଜଣାପଡିଛି। ବିଜୁ ପଟ୍ଟନାୟକ ଅନ୍ତର୍ଜାତିୟ ବିମାନ ବନ୍ଦର ପରିସରରେ ଟର୍ମିନାଲ-୧ ଏବଂ ଟର୍ମିନାଲ-୨ ମଧ୍ୟରେ ସଂଯୋଗ ପାଇଁ ନିର୍ମାଣ!-->…