ଜଳିଗଲା ପୁରୀ ନୀଳଚକ୍ରରେ ଲାଗିଥିବା ମାନସିକ ବାନା
ଆଜି ଶ୍ରୀମନ୍ଦିରରେ ଅଭାବନୀୟ ଅଘଟଣ ଘିଟିଛି। ମହାଦୀପ ଉଠିବା ବେଳେ ନୀଳଚକ୍ର ବାନାରେ ଲାଗିଲା ନିଆଁ। ନୀଳଚକ୍ର ତଳେ ଲଗାଯାଇଥିବା ମାନସିକ ବାନା ପୋଡି ଯାଇଛି।
ଆଜି ପାପମୋଚନ ଏକାଦଶୀ ତିଥିରେ ରାତି ପ୍ରାୟ ୭ଟା ୩୫ରେ ପାଳିଆ ସେବକ ମହାଦୀପ ଉଠାଇଥିଲେ। ଶ୍ରୀମନ୍ଦିର ଚୂଡ଼ାରେ ମହାଦୀପ ଜଳିବା!-->!-->!-->…