ଝିଲିକ୍ ଶିଖୁଛନ୍ତି ଓଡ଼ିଆ, ପଢ଼ୁଛନ୍ତି ମଧୁ ବର୍ଣ୍ଣବୋଧ
ଓଡ଼ିଆ ଘରର ବୋହୂ ହେବା ପରେ ଓଲିଉଡ୍ର ବଙ୍ଗୀୟ ଅଭିନେତ୍ରୀ ଝିଲିକ୍ ଓଡ଼ିଆ ଶିଖିବା ପାଇଁ ମନ ବଳାଇଛନ୍ତି। ତେଣୁ ଆଜିକାଲି ସେ ସଚିତ୍ର ଓଡ଼ିଆ ମଧୁ ବର୍ଣ୍ଣବୋଧ ବହି ପଢ଼ୁଛନ୍ତି। ଖୁବ୍ କମ୍ ସମୟରେ ସେ ଓଡ଼ିଆ ଅକ୍ଷର ଶିଖି ପାରିବେ ବୋଲି କହିଛନ୍ତି। ସୂଚନାଯୋଗ୍ୟ ଯେ ଓଡ଼ିଆ ଚଳଚ୍ଚିତ୍ରରେ!-->…