କନ୍ଧମାଳରେ ପ୍ରଥମ ଜିଲ୍ଲାସ୍ତରୀୟ କୋଭିଡ୍ ୧୯ ହସ୍ପିଟାଲ୍
କନ୍ଧମାଳରେ ପ୍ରଥମ ଜିଲ୍ଲାସ୍ତରୀୟ କୋବିଡ୍ ୧୯ ହସ୍ପିଟାଲ୍ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇଛି । କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କ ଉଦ୍ୟମରେ କନ୍ଧମାଳରେ ତ୍ୱରିତ ଗତିରେ ଏକ କୋଭିଡ୍ ହସ୍ପିଟାଲ୍ ପ୍ରସ୍ତୁତ କରିବା ପାଇଁ ଶୁକ୍ରବାର ଏକ ଚୁକ୍ତି ସ୍ୱାକ୍ଷର ହୋଇଯାଇଛି । ରାଜ୍ୟ!-->…