ସାଧାରଣ ଜୀବନ ଯାପନର ପ୍ରତୀକ ଥିଲେ ପାରିକର, ମୁଖ୍ୟମନ୍ତ୍ରୀ ଥିବା ସମୟରେ ସ୍କୁଟରରେ ଯାଉଥିଲେ ବିଧାନସଭା
ଗୋଟିଏ ବର୍ଷରୁ ଅଧିକ ସମୟ ପର୍ଯ୍ୟନ୍ତ କ୍ୟାନ୍ସର ସହ ସଂଗ୍ରାମ କରୁଥିବା ଗୋଆର ମୁଖ୍ୟମନ୍ତ୍ରୀ ମନୋହର ପାରିକର ରବିବାର ସନ୍ଧ୍ୟାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଟ୍ୱିଟରେ ପାରିକରଙ୍କ ନିଧନର ସୂଚନା ଦେଇଥିଲେ । ଏହାର କିଛି ସମୟ ପୂର୍ବରୁ ସିଏମଓ ଓଫିସରୁ!-->…