୦୨/୦୩/୧୯, ଶନିବାର Morning Headlines
୧-ଆଜିଠୁ CBSE ଦଶମ, ଦ୍ବାଦଶ ପରୀକ୍ଷା ଆରମ୍ଭ।ସାରା ଦେଶରେ ପରୀକ୍ଷା ଦେବେ ୨୮ଲକ୍ଷ ଛାତ୍ରଛାତ୍ରୀ।
୨-ପ୍ରତୀକ୍ଷାର ଅନ୍ତ, ପରାକ୍ରମ ଦେଖାଇ ଶେଷରେ ଭାରତରେ ପାଦ ଦେଲେ ଓ୍ଵିଙ୍ଗ କମାଣ୍ଡର ଅଭିନନ୍ଦନ।
୩-ଆସନ୍ତା ୮ରେ ଓଡିଶା ଆସିବେ ରାହୁଲ ଗାନ୍ଧୀ, କୋରାପୁଟରେ ଜନସମାବେଶରେ ଦେବେ ଯୋଗ।!-->!-->!-->!-->!-->…