ପାପ କରିଛ, ଆଲ୍ଲା ରାଗିଛନ୍ତି ମର୍କାଜ୍ ମୁଖ୍ୟ
ଫେରାର୍ ଥିବା ତାବ୍ଲିଘି ଜମାତ୍ ମର୍କାଜ୍ ମୁଖ୍ୟ ମୌଲାନା ମହମ୍ମଦ ସାଦ୍ଙ୍କର ପୁଣି ଏକ ଅଡିଓ ଆସିଛି। ପୂର୍ବରୁ ଅଡିଓରେ ଲକ୍ଡାଉନ୍ ଅମାନ୍ୟ କରିବା ପାଇଁ ଅନୁଗାମୀଙ୍କୁ ଉପଦେଶ ଦେଇଥିବା ମୌଲାନା ଏହି ଦ୍ବିତୀୟ ଅଡିଓରେ ‘ଆଲ୍ଲା ରାଗିଛନ୍ତି’ ବୋଲି ମତ ଦେଇଛନ୍ତି।
ବର୍ତ୍ତାମନ!-->!-->!-->…